ଭାଇରାଲ ଭିଡିଓ

Market କୁ ଆସିଗଲେ Ranu Mandal ଙ୍କ ସାନ ଭଉଣୀ ଏମିତି ଗୀତ ବୋଲିଲେ ରାତା ରାତି ଭିଡିଓ ହେଇଗଲା viral ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ

ଗୀତ ମା ସରସ୍ଵତୀ ଙ୍କ ବରଦାନ ହୋଇଥାଏ । ସମସ୍ତେ ଭିନ୍ନ ଭିନ୍ନ ଅନ୍ଦାଜ ରେ ଗୀତ ବୋଲିଥାନ୍ତି ଏବଂ ନିଜ ପ୍ରତିଭା କୁ ସାମ୍ନାକୁ ଆଣିଥାନ୍ତି ।

ଏହା ବର୍ତ୍ତମାନ୍ ସହଜ ହୋଇଛି କେବଳ ସୋସିଆଲ ମିଡ଼ିଆ ପାଇଁ । ସୋସିଆଲ ମିଡ଼ିଆ ସାହାଯ୍ୟରେ ସମସ୍ତେ ନିଜ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆଣି ପାରିଛନ୍ତି ।

ଏବଂ ଅନେକ ଅଛନ୍ତି ଯିଏ କି ସୋସିଆଲ ମିଡିଆରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆଜି ଆମ ସମ୍ମୁଖରେ ଏକ ଭାଇରାଲ ଭିଡ଼ିଓ ଆସି ପହଞ୍ଚିଛି ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ ରାନୁ ମଣ୍ଡଳ ଙ୍କ ସାନ ଭଉଣୀ ବୋଲି । କେ

ଜଣେ ସୋସିଆଲ ମିଡିଆରେ ଏହି ଭିଡିଓ ଛାଡିଥିବା ବେଳେ ଏହା ରାତା ରାତି ଭାଇରାଲ ହୋଇଛି । ବର୍ତ୍ତମାନ ଏହି ଭିଡିଓ କୁ ସମସ୍ତେ ନିଜ ଫୋନ୍ ରେ ରଖିଛନ୍ତି ଏବଂ ଷ୍ଟାଟସ୍ ରେ ରଖି ଅନ୍ୟ ମାନଙ୍କୁ ମଧ୍ୟ ହସାଉଛନ୍ତି ।

ଦେଖନ୍ତୁ ଏହି ଭିଡିଓ ହସନ୍ତୁ ଏବଂ ସମସ୍ତଙ୍କୁ ସେଆର କରି ହସାନ୍ତୁ । ଧନ୍ୟବାଦ୍

Leave a Reply

Your email address will not be published. Required fields are marked *