Special Report

ଏଠି ପାଣ୍ଡିଆନ କେବଳ ନେତା ଆଉ ସବୁ ନବୀନଙ୍କ ଚାକର!

 

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ଏବେ ତାଙ୍କ କଥା ରେ ବିଜେଡି ଦଳ ପରିଚାଳିତ।ତାଙ୍କ ବିନା ଦଳ ର କିଛି ବି ନାହିଁ।ଧୀରେ ଧୀରେ ଲୋକ ମାନେ ବି ତାଙ୍କୁ ପସନ୍ଦ କରିବା ଆରମ୍ଭ କଲେଣି।

ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ତାଙ୍କୁ ବିଭିନ୍ନ ଦଳ ର ନେତା ମାନେ ବିରୋଧ କରିଛନ୍ତି।ଏହି ନିକଟରେ ଶେଷଦେବ ନନ୍ଦ ତାଙ୍କୁ ନେଇ ମୁହଁ ଖୋଲିଛନ୍ତି।ସେ କହିଛନ୍ତି କି ଭି କେ ପାଣ୍ଡିଆନ ଙ୍କ କଥା ରେ ଏବେ ଦଳ ର ସମସ୍ତ ସଦସ୍ୟ ଚାଲୁ ଛନ୍ତି।

ତାଙ୍କ କଥା ଯେଉଁ ନେତା ନ ମାନିବେ ସେ ଦଳ ରୁ ବାହାରିବେ।ତାଙ୍କର ଏହି କଥା ଟି ଏବେ ଖୁବ୍ ଭାଇରାଲ ହେଉଛି।ତାଙ୍କ କହିବା ଅନୁଯାୟୀ ଭି କେ ପାଣ୍ଡିଆନ ଯାହା ସବୁ ତିଆରି କରୁଛନ୍ତି ତାହାର ଆବଶ୍ୟକତା ନାହିଁ।କ୍ଳବ୍ ଘର ମଠ ଏସବୁ କୁ ଲୋକ ମାନେ ଆଉ ଯାଉ ନାହାନ୍ତି।

ବିଜେଡି କର୍ମୀ ଙ୍କ ପାଇଁ ଓଡ଼ିଶା ର କେବେ ବି ଉନ୍ନତି ହୋଇ ପାରିବ ନାହିଁ।ସେମାନଙ୍କ ର କେବଳ କଥା ରେ ଓଡ଼ିଶା ର ବିକାଶ ହେବ।ଅନେକ ଟଙ୍କା ଆସିଥିଲା ଗାଁ ର ଉନ୍ନତି ହେବା ପାଇଁ।ହେଲେ ଏହା ବଦଳ ରେ କେବଳ ନବୀନ ପଟ୍ଟନାୟକ ଙ୍କ ସୁନ୍ଦରିଆ ଫଟୋ ଓ ସାଇନ ଲୋକ ମାନେ ଦେଖିଲେ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟଙ୍କା ଦେଇଥିଲେ କେବଳ ତାଙ୍କ ଦଳ ର କର୍ମୀ ମାନଙ୍କୁ।ଏଠାରେ କେହି ବି କାମ କରୁ ନାହାନ୍ତି।ଖାଲି ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି ତାହା ଆଜି ଯାଏଁ କାର୍ଯ୍ୟକାରୀ ହେଉ ନାହିଁ।ମୁଖ୍ୟ ମନ୍ତ୍ରୀ ସହାୟତା ଯୋଜନା କରା ଯାଇଛି।

ଏଥିରେ ଓଡ଼ିଶା ଲୋକ ମାନଙ୍କର କୌଣସି ପ୍ରକାର ଲାଭ ହେଉ ନାହିଁ।କ୍ଳବ୍ ଓ ମନ୍ଦିର ନାମ ରେ ଏହି ଟଙ୍କା ଆସୁ ଅଛି।ଭି କେ ପାଣ୍ଡିଆନ ଯଦି ଏଥର ର ନିର୍ବାଚନ ରେ ଅଂଶ ଗ୍ରହଣ କରନ୍ତି।ତେବେ ସେ ଜିତି ଯିବାର ଯଥେଷ୍ଟ ସମ୍ଭାବନା ରହିଛି।ଲୋକ ଙ୍କ ଭୋଟ କୁ ବିଜେଡି ଦଳ କିଣି ପାରିବ।

ବର୍ତ୍ତମାନ ସମୟ ରେ ଆପଣ ମାନେ ଜାଣି ଥିବେ ମନ୍ତ୍ରୀ ଓ ବିଧାୟକ ମାନେ ବହୁତ ଟଙ୍କା ରଖିଛନ୍ତି।ସେଗୁଡିକ ସବୁ ନିର୍ବାଚନ ସମୟ ରେ ଲୋକ ମାନଙ୍କୁ ଦିଆ ଯିବ।ଏହା ଦ୍ବାରା ଲୋକ ମାନେ ବିଜେଡି କୁ ଭୋଟ ଦେବେ।ଏବେ ଏହି କଥା କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଶେଷଦେବ ନନ୍ଦ ଙ୍କ ର ଏଭଳି କଥା କୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *