ରାଜ୍ୟ ଖବର

ଶଶୁର Pramod Sahu ଙ୍କୁ କ୍ଷମା ମାଗିଲେ Tapaswini ଦେଖନ୍ତୁ କଣ ପ୍ରତିକ୍ରିୟା ଦେଲେ ଶଶୁର exclusive Video

ଶଶୁର ପ୍ରମୋଦ ସାହୁ ଙ୍କୁ ହୃଦୟରୁ କ୍ଷମା ମାଗିଛନ୍ତି ବୋହୂ ତପସ୍ଵିନୀ । ଯାହା ଭୁଲ ହେଇଚି ଯଦି ତାଙ୍କୁ କ୍ଷମା କରିଦେବା ପାଇଁ ନିବେଦନ କରିଛନ୍ତି ତପସ୍ୱିନୀ ।

ତପସ୍ଵିନୀ ଙ୍କ କହିବା ଅନୁଯାୟୀ ଦୁହେଁ ଯେତେେଳେ ଘରେ ରହୁଥିଲେ ସେତେବେଳେ ସମସ୍ତେ ଖୁସି ଥିଲେ କୌଣସି ଦିନ କିଛି ଅସୁବିଧା ହେଉନି ।

ସୁମିତ ଙ୍କ ଠୁ ସେ ବହୁତ୍ ଛୋଟ ଅଟନ୍ତି ତେଣୁକରି ତାଙ୍କ ସମସ୍ତ ଭୁଲ କୁ କ୍ଷମା କରନ୍ତୁ ଏବଂ ପୁଅ ସୁମିତକୁ ବୁଝାନ୍ତୁ ଏବଂ କେବଳ ବାପାଙ୍କୁ କଥା ହିଁ ସୁମିତ ମନିବେ ।

ସବୁକିଛି ଆଗ ଭଳି ହେଇଯିବ ସମସ୍ତେ ମିଶିକି ରହିବା ପୂର୍ବପରି ଯାହା ହେଇଚି ସବୁ ଭୁଲି ଯାଆନ୍ତୁ ବୋଲି କହିଛନ୍ତି ତପସ୍ୱିନୀ । ନିଜ ଝିଅ ଭାବି ତାଙ୍କୁ କ୍ଷମା କରିଦିଅନ୍ତୁ ବୋଲି ସ୍ପଷ୍ଟ କରି କହିଛନ୍ତି ତପସ୍ୱିନୀ ।

ଶଶୁର ତାଙ୍କୁ ବ୍ଲକ କରିଥିବା ବେଳେ ସମସ୍ତଙ୍କ ସାମ୍ନାରେ ଶଶୁର ଙ୍କୁ କ୍ଷମା ମାଗିଛନ୍ତି ତପସ୍ୱିନୀ ଏବଂ ସବୁକିଛି ଭୁଲିବା ପାଇଁ ଅନୁରୋଧ କରିଛନ୍ତି । ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *