ରାଜ୍ୟ ଖବର

ଚାଇନା ର ଏହି କଠୋର ନିୟମ ଯାହା ତାଙ୍କ ଦେଶବାସୀ ଙ୍କୁ ବି ବ୍ୟଥିତ କରିଦିଏ, ଜାଣନ୍ତୁ ସେସବୁ କଣ..

ଚୀନ୍ ହେଉଛି ବିଶ୍ୱ ର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଏବଂ ସେମାନେ କିଛି ଚରମ ନିୟମ ଏବଂ ନିୟମାବଳୀ ପାଇଁ ଜଣାଶୁଣା , ଆଜି ଆମେ କହିବୁ ଚାଇନା ରେ ପ୍ରଚଳିତ କିଛି ନିଷ୍ଠୁର ନିୟମ ଯାହା ଆପଣ ଜାଣିଲେ ହେବେ ଚକିତ

୨୦୦୯ ରେ ଚାଇନା ଫେସବୁକ୍ କୁ ସବୁଦିନ ପାଇଁ ତାଙ୍କ ଦେଶ ରେ ବ୍ୟାନ୍ କରିଦେଲା ଆଉ ଫେସବୁକ୍ ବଦଳ ରେ ଅଲଗା ଗୋଟେ ଆପ୍ ତିଆରି କଲା, ଏହା ପଛରେ ଉଦ୍ଦେଶ୍ୟ ଥିଲା କି କୌଣସି ବାହାର ଦେଶ ଯେମିତି ତାଙ୍କ ଦେଶ ରେ ମାଗଣା ରେ ବ୍ୟବସାୟ ନ କରିପାରୁ,

1980 ମସିହାରେ ଏକ ଶିଶୁ ନୀତି ପ୍ରଣୟନ କରାଯାଇଥିଲା, ମୂଳତ ଏହା ଶିଶୁ ବୃଦ୍ଧି ରୋକିବାକୁ ପରିକଳ୍ପନା କରାଯାଇଥିଲା ଯାହାକି ପରିସ୍ଥିତି ପରିବର୍ତ୍ତନ ଏବଂ ପ୍ରଦେଶକୁ ଦୃଷ୍ଟିରେ ରଖି ସରକାର ଧୀରେ ଧୀରେ ମୁକ୍ତ ହୋଇଥିଲେ। ଏବେ ସେଠୀ “ଆମେ ଦୁଇ ଆମର ଏକ” ନୀତି ରେ ଗୋଟେ ଛୁଆ ନିୟମ ପ୍ରଣୟନ ଅଛି

ସେଠି ପିଂ ପଂଗ୍ ଖେଳ କୁ ଆମ ଦେଶ ର ହକି ପରି ଗୁରୁତ୍ବ ଦିଆଯାଏ, ଯେପରି ସେମାନଙ୍କ ଜାତୀୟ ଖେଳ

ପ୍ରତିଦିନ ୪୫ ବିଲିଅନ୍ ଚୋପ ଷ୍ଟିକ୍ ବ୍ୟବହାର ହୁଏ , chop stick ହେଉଛି ସେମାନେ ଖାଇବାରେ ବ୍ୟବହାର କରୁଥିବା ବାଡି

ଚାଇନା ରେ ଆପଣ ଙ୍କୁ ପ୍ରତିଦିନ ୩୦ ମିନିଟ୍ ଯେମିତି ହେଲେ ଟିଭି ରେ ନିଉଜ୍ ଦେଖିବାକୁ ପଡ଼ିବ, ନହେଲେ ଜରିମାନା ଲାଗିପାରେ…

Leave a Reply

Your email address will not be published. Required fields are marked *