ରାଜ୍ୟ ଖବର

ମିଳିଲା ମୋବାଇଲ,ହେଲେ ବଡ଼ ବାବୁ ସବୁ ଜାଣି ଚୁପ୍…

ଗୋବିନ୍ଦ ସାହୁ ନିହାତି ଜଣେ ଖଳ ଆଉ ମନ୍ଦ୍ ପ୍ରକୃତି ର ବ୍ୟକ୍ତି ଥିଲା, ସେ ନିଜ କଲେଜ୍ ର ଛାତ୍ରୀ ମାନଙ୍କୁ ଖରାପ୍ ନଜର ରେ ଦେଖିବା ସହ ଅଶ୍ଳୀଳ ବ୍ୟବହାର କରୁଥିଲା ବୋଲି ନିକଟ ରେ ଜଣେ ଛାତ୍ର ଅଭିଯୋଗ କରିଥିଲେ,

ତେବେ ପ୍ରକୃତ ରେ ବାହୁବଳୀ ଗୋବିନ୍ଦ ଏକା ନଥିଲା ଏଇ ଦଲାଲି କାମରେ ସମସ୍ତେ ଜାଣିଛନ୍ତି, ସମସ୍ତେ ଏହା ବି ଜାଣିଛନ୍ତି ଯେ ତା ଉପରେ ବହୁ ବଡ଼ ବଡ଼ ନେତା ଙ୍କ ଆଶିର୍ବାଦ ଥିଲା

ଯେଉଁ ସବୁ ନେତା ସେଠାକୁ ଯାଉଥିଲେ, ରାତ୍ର ଯାପନ କରିଥିଲେ, ଆଉ ବଡ ବଡ ଭାଷଣ ମାରୁଥଲେ ସେମାନେ ଏବେ ଗାତ ରେ ଲୁଚିଛନ୍ତି

ସେମାନଙ୍କ ବିରୁଦ୍ଧ ରେ ସବୁ ଆଡେ ହୋ ହାଲ୍ଲା ହେଲେ ବି ମୂରବୀ ନିଦା ବିଷ୍ଣୁ, କହିବାକୁ ଗଲେ ମୂରବୀ ଆଜ୍ଞା ଆଗରୁ ନିଦା ବିଷ୍ଣୁ, ଯେତେ ଚିଲ୍ଲାଓ ଯାହା କର ସେ ସବୁ ଜାଣି ନା ଜାଣିବା ଅଭିନୟ କରିବାରେ ମାହିର

ମମିତା ମରିବାକୁ ଆଜି ମସେ ହେଇଯିବ ହେଲେ ଗୋବିନ୍ଦ ସାହୁ କୁ ବାନ୍ଧି ଚୁପ୍ ବସିଚି ପୋଲିସ? ଆରେ ପୋଲିସ ବାବୁ ମମିତା ମୋବାଇଲ ରେ କଣ ତଥ୍ୟ ଥିଲା ସେଟା ତ କୁହ

ଆମେ ଏମିତି ସ୍ୱର ଉଠେଇ ଚାଲିଥିବୁ ଯେ ପର୍ଯ୍ୟନ୍ତ ଅପରାଧୀ ଧ ରା ନ ପଡ଼ିଛି, ଏଇ ପୋଷ୍ଟ କୁ ସେୟାର କରନ୍ତୁ ଆଉ ନିଜ ମନ ରେ ଯାହା ପ୍ରଶ୍ନ ଆମକୁ କମେନ୍ଟ କରି ଜଣାନ୍ତୁ

Leave a Reply

Your email address will not be published. Required fields are marked *