ମଦ୍ୟପ ଯୁବତୀ ର ଉନ୍ମକ୍ତ କାଣ୍ଡ , ପୋଲିସ ସାମ୍ନା ରେ ଖୋଲିଦେଲା ଡ୍ରେସ ଆଗକୁ ଦେଖନ୍ତୁ ଭିଡିଓ ରେ..

ବଲାଙ୍ଗୀର ଟାଉନଥାନା ପୋଲିସ କୁ ମଦ୍ୟପ ଯୁବତୀ ଙ୍କ ଚପଲ ମାଡ଼, ଆଜ୍ଞା ହଁ କଥାଟି ଶୁଣିବାକୁ ଅତ୍ୟନ୍ତ ଗମ୍ଭୀର ଲାଗୁଚି ହେଲେ ସତ୍, ପ୍ରକୃତ ରେ କିଛି ଦିନ ଆଗରୁ ବରଗଡ଼ ରେ ଜଣେ ମଦ୍ୟପ  ମଦ ନିଶା ରେ ପୋଲିସ କୁ ପିଟିଥିବା ବେଳେ ଆଜି ସମାନ ପରିସ୍ଥିତି ବଲାଙ୍ଗୀର ପୋଲିସ ସହ ଘଟି ଯାଇଛି

ଘଟଣା ଟି ଏଇଆ କି ବଲାଙ୍ଗୀର ପୋଲିସ ଷ୍ଟେସନ ର ଜଣେ କନେଷ୍ଟବଳ ଡ୍ୟୁଟି କରୁଥିବା ସମୟ ରେ ଜନୈକ ଯୁବତୀ ଆସି ତାଙ୍କୁ ମାରପିଟ୍ ଆରମ୍ଭ କରିଦେଇଥିଲେ

କଣ ପାଇଁ ମାରୁଛୁ ପଚାରିବାକୁ ସେ ନ ଶୁଣି ଓଲଟା ମାରିଚାଲିଥିଲା, ପରିସ୍ଥିତି ଅଣାୟତ୍ତ3 ହେବାରୁ ବଲାଙ୍ଗୀର ପୋଲିସ ସଦଳବଳେ ଘଟଣାସ୍ଥଳକୁ ଯାଇ ଯୁବତୀ କୁ କାବୁ କରିବାକୁ ଚେଷ୍ଟା କରିଥିଲେ

ଯୁବତୀ ଜଣକ ପଶ୍ଚିମ ବଙ୍ଗ ର ବୋଲି ଜଣାପଡିଥିଲା ଆଉ ସେ ବହୁତ୍ ସମୟ ଧରି ଭୁବନେଶ୍ଵର ରେ ରହୁଥିଲେ ବୋଲି କହିଛନ୍ତି ତେବେ ସେ ପୋଲିସ ଆଗରେ ଉଲଗ୍ନ ହେଇ ରାତି ସାରା ତାମସା କରୁଥିବା ନଜିର ଆସିଥିଲା

ତେବେ ପୋଲିସ ତାଙ୍କୁ କିଛି ସମୟ ପାଇଁ ଥାନା ରେ ବସେଇ ଦେଇଥିବା ଜଣାପଡିଛି ଆଉ ଏଇ ଘଟଣା ଏବେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି

Leave a Comment