ବନ୍ଧୁଗଣ ଝିଅନାନେ ଗୁପଚୁପ ଖାଇବାକୁ ଭଲ ପାଆନ୍ତି l ଶତ ପ୍ରତିଶତ ଝିଅଙ୍କ ମଧ୍ୟରୁ ନବେ ପ୍ରତିଶତ ଝିଅ ଗୁପଚୁପ ପ୍ରେମୀ ହୋଇଥାନ୍ତି l ସେଥିପାଇଁ ତ ସବୁ କଲେଜ,ସ୍କୁଲ ଏବଂ ମାର୍କେଟ ର ପ୍ରତ୍ୟକ ସ୍ଥାନରେ ଗୁପଚୁପ ର ଷ୍ଟଲ ଦେଖିବାକୁ ମିଳିଥାଏ l

ଗୁପଚୁପ ବାଲାଙ୍କ ପାଖରେ ଝିଅମାନଙ୍କ ଭିଡ଼ ମଧ୍ୟ ଖୁବ ଜମିଥାଏ l ଆଜି ଆମେ ଏକ ଗୁପଚୁପ ବାଲା ଏବଂ ଏକ ଝିଅ ବିଷୟରେ ଆଲୋଚନା କରୁଅଛେ l
ଯାହାକି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ଝିଅଟିଏ ପ୍ରତ୍ୟକଦିନ ଗୁପଚୁପ ଖାଇବାକୁ ଦୋକାନକୁ ଯାଉଥିଲା ଏବଂ ସେଠାରେ ଗୁପଚୁପ ଖାଉ ଖାଉ ପ୍ରେମରେ ପଡିଗଲା ଏବଂ ନୀତି ଦିନ ତା ପାଖକୁ ଗୁପଚୁପ ଖାଇବାକୁ ଲାଗିଲା l
ଧୀରେ ଧୀରେ ତାଙ୍କ ପ୍ରେମରେ ବିଶ୍ୱାସ ପରେ ଝିଅଟି ଗୁପଚୁପ ଵାଲା ସହ ଫେରାର ହୋଇଗଲା l ଝିଅଟି ଏପରି ନିଷ୍ପତି ନେବ ବୋଲି କେହି ସ୍ୱପ୍ନରେ ମଧ୍ୟ ଚିନ୍ତା କରିନଥିଲେ l
ଝିଅଟି ଏପରି ଘରୁ ଗାୟବ ହୋଇଯିବା ଦେଖି ଘରେ ଚିନ୍ତା କରିପାରିଲେନାହିଁ ଏବଂ ଏକ ଗୁଣିଆ ଡାକି ପଚାରିଲେ l ଗୁଣିଆ ଜଣଙ୍କ ସ୍ପଷ୍ଟ କରିଦେଲେ ସେ କାହାସହ ପଳେଇ ଯାଇଛି l
ଏହାର କିଛିଦିନ ପରେ ଝିଅଟି ନିଜେ ନିଜଆଡୁ ଫୋନ କରି ସ୍ପଷ୍ଟ କରିଦେଲା l ଯେ ସେ ଗୁପଚୁପ ଵାଲା ସହ ଯାଇ ବାହା ହୋଇ ସାରିଛି ଏବଂ ତା ସହ ଖୁସିରେ ଅଛି l