ରାଜ୍ୟ ଖବର

Valentines Day ଦିନ ପ୍ରେମିକ ସହ ଶୋଇ ଥିବା ଅବସ୍ଥା ରେ ଧରା ପଡ଼ିଗଲା ଝିଅ, ଦେଖ ଭିଡିଓ

ପ୍ରତି ବର୍ଷ ଫେବୃଆରୀ ଦିନକୁ ଭାଲେନଟାଇନ୍ସ ଡେ’ ଭାବେ ପାଳନ କରାଯାଏ । ପ୍ରେମୀଯୁଗଳମାନେ ଏହି ଦିନରେ ସମୟ ବିତାଇବାକୁ ପସନ୍ଦ କରିଥାଆନ୍ତି । ଅନେକ ପ୍ରେମୀଯୁଗଳମାନେ ଘର ଲୋକଙ୍କୁ ଡରି, ଲୁଚି ଛପି ଦେଖାକରିଥାଆନ୍ତି । ଏହାରି ମଧ୍ୟରେ ବେଳେବେଳେ ଧରାପଡିଯାଆନ୍ତି । ଏପରି ଏକ ଧରାପଡିବା ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।

 

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଝିଅର ମମ୍ମି କିଛି ଖୋଜିବା ଦେଖିବାକୁ ମିଳୁଛି । କିଛି ସମୟ ପରେ ତାଙ୍କ ମମ୍ମି ଟାଙ୍କି ପଛରେ ଲୁଚିଥିବା ବୟଫ୍ରେଣ୍ଡଙ୍କୁ ଧରି ନେଉଛନ୍ତି । ଏହାପରେ ତାଙ୍କୁ ସେ ଚପଲରେ ପିଟୁଛନ୍ତି । ଏହି ସମୟରେ ପୁଅ ଜଣକ ଖସି ପଳାଉଛି । ଏହାପରେ ଝିଅ ପାଖକୁ ତାଙ୍କ ମମ୍ମି ଫେରୁଛନ୍ତି ଏବଂ ଚପଲରେ ନିଜ ଝିଅକୁ ମାରୁଛନ୍ତି । ଏହି ସମସ୍ତ ଦୃଶ୍ୟ ଛାତ ଉପରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି । ଏଥିସହ ବ୍ୟକ୍ତି ଜଣକ ଭିଡିଓରେ କମେଣ୍ଟ୍ରୀ ମଧ୍ୟ କରିଛନ୍ତି ।

 

ଭାଇରାଲ ହେଉଥିବା ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @HasnaZaruriHai ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ ୫ ଲକ୍ଷ ପାଖାପାଖି ଲୋକେ ଦେଖିସାରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ‘ସମାଜକୁ ବିଗାଡୁଥିବା ଦିନ’ ।

ଅନ୍ୟ ଏକ ୟୁଜର ଲେଖିଛନ୍ତି ଯେ, ‘ଯିଏ ଏହି ଭିଡିଓ କରିଛି ଆଣ୍ଟି ତାଙ୍କୁ ମଧ୍ୟ ବାଡାନ୍ତୁ’ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ‘ଏହା ଭୁଲ ଅଟେ, ସେ ଦୁହେଁ ପ୍ରାୟ ବୟସ୍କ ଅଟନ୍ତି ।’

Leave a Reply

Your email address will not be published. Required fields are marked *