ଭାଇରାଲ ଭିଡିଓ

ବାହାଘର ବେଦି ପୂର୍ବରୁ ପରୀକ୍ଷା ହଲ ପହଁଞ୍ଚି ଉଦାହରଣ ସାଜିଲେ ନବ ବିବାହିତା ଦେଖନ୍ତୁ ଏହି ଭିଡ଼ିଓ

ବନ୍ଧୁଗଣ ବାହାଘର ସମସ୍ତଙ୍କ ସ୍ୱପ୍ନ ହୋଇଥାଏ l ଝିଅ ହେଉ କିମ୍ଵା ପୁଅ ଏହି ଦିନ ସମସ୍ତଙ୍କ ପାଇଁ ମହତ୍ୱପୂର୍ଣ ହୋଇଥାଏ l ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ ପ୍ରକ୍ରିୟା ହୋଇଥାଏ l

କିନ୍ତୁ ଯଦି ପରୀକ୍ଷା ଦିନ ଏବଂ ବାହାଘର ଦିନ ଗୋଟିଏ ହୋଇଥାଏ ତେବେ ସରିଯାଏ କଥା l ଅନେକ ବାହାଘର ଦିନ ନିଜ କାର୍ଯ୍ୟରେ ବ୍ୟସ୍ତ ରହି ସେହି ପରୀକ୍ଷାଟିକୁ ପୁନଃ ବାର ଦେବାପାଇଁ ବର୍ଷେ ଅପେକ୍ଷା କରିଥାନ୍ତି l

କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଦେଖା ଯାଇଥିବା ଘଟଣାଟି ସମ୍ପୂର୍ଣ ଅଲଗା l ଯେଉଁଥିରେ ପ୍ରଥମେ ବିବାହ ମଣ୍ଡପ ଆଗରୁ ପରୀକ୍ଷା ହଲ ରେ ପହଞ୍ଚିଛନ୍ତି ନବବିବାହିତା l ଭିଡ଼ିଓ ଟି ରାଜକୋଟ ଶାନ୍ତିନିକେତନ କଲେଜରେ ଅଟେ l

ବି ଏସ ଡବ୍ଲୁ ର ପଞ୍ଚମ ସେମିଷ୍ଟାର ଚାଲିଥିବା ବେଳେ ଛାତ୍ରୀଙ୍କ ବିବାହ ସେହିଦିନ ଧର୍ଯ୍ୟଥିଲା l ଅନ୍ୟ କିଛି ଉପାୟ ଚିନ୍ତା ନ କରି ବିବାହ ବେଦିକୁ ପହଞ୍ଚିବାପୂର୍ବରୁ ପରୀକ୍ଷା ଦେବାକୁ ନିଷ୍ପତି ନେଲେ ଛାତ୍ରୀ ଏବଂ ସମ୍ପୂର୍ଣ ରୂପେ ନିଜକୁ ବଧୂ ବେଶରେ ସଜାଇ ଆସି ପରୀକ୍ଷା ହଲ ରେ ପହଁଞ୍ଚିଯାଇଥିଲେ l

ପରୀକ୍ଷା ପରେ ସାଙ୍ଗେ ସାଙ୍ଗେ ବେଦିରେ ପହଁଞ୍ଚି ନିଜ ବିବାହର ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ l ପରୀକ୍ଷା ପାଇଁ ପରିବାର ଲୋକେ ଖୁବ ସହଯୋଗ କରିଥିବାର ମଧ୍ୟ ଆଲୋଚନା ହୋଇଥିଲା l

ଭଉଣୀଙ୍କ ପାଇଁ ନିଶ୍ଚିତ ଗୋଟେ ସେଆର କରିବେ ଧନ୍ୟବାଦ l

Leave a Reply

Your email address will not be published. Required fields are marked *