ଭାଇରାଲ ଭିଡିଓ

ମା ହାତରେ ହୋଟେଲ ରେ ଧରା ପଡ଼ିଲା ଝିଅ ରାତା ରାତି ଭିଡିଓ ହେଲା ଭାଇରାଲ୍ ଦେଖନ୍ତୁ ଏହି Viral Video

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । କିନ୍ତୁ ବର୍ତ୍ତମାନ୍ ସମୟରେ ଏମିତି ଲଜ୍ୟଜନକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ମଧ୍ୟ କଷ୍ଟକର ହୋଇପଡ଼ିଲାଣୀ ।

ତେବେ ବର୍ତ୍ତମାନ୍ ଭିଡ଼ିଓରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ଦ୍ଵାରା ସମସ୍ତେ ଲଜ୍ୟା ଅନୁଭବ କରିବେ । ବାସ୍ତବରେ ଘଟଣା ଟି ହେଉଛି ଝିଅଟି ନିଜ ମା କୁ ମିଛକହି ଘରୁ ବାହାରି ଆସିଥିଲା ଏବଂ ହୋଟେଲ ରେ ଧରା ପଡ଼ିଲା ।

ଝିଅଟି ନିଜର ପ୍ରେମିକ ଙ୍କ ସହ ଯାଇ ହୋଟେଲ ରେ ରହିଥିବା ବେଳେ ତାଙ୍କ ଘରେ ସନ୍ଦେହ କରିଥିଲେ । ମା ମଧ୍ୟ ସନ୍ଦେହ କରିଥିଲେ। ମାଙ୍କୁ ମିଛ କହି ଯାଇଥିବା ବେଳେ ମା ଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା ।

ମା ଏବଂ କିଛି ସାହି ଲୋକ ତାଙ୍କ ପଛ ପଛେ ଯାଇଥିଲେ । ଏବଂ ଝିଅଟି ପ୍ରେମିକ ସହ ହୋଟେଲ ରେ ଥିବାର ଦେଖିଥିଲେ । ସାହି ଲୋକ ସେହି ସମୟରେ ଭିଡିଓ କଏଦ କରିଥିବା ବେଳେ ସେହି ବେଳର ଦୃଶ୍ୟ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

Leave a Reply

Your email address will not be published. Required fields are marked *