ରାଜ୍ୟ ଖବର

ପୋଲିସ ପ୍ରଶାସନ ଉପରେ ଗର୍ଜିଲେ ସୌମ୍ୟ ଙ୍କ ବାପା, କହିଲେ ଆଉ ଭରସା ନାହିଁ ଏମାନଙ୍କ ଉପରେ

ସବୁ ଜିନିଷ ର କିଛି ସୀମା ଥାଏ । ସେ ଧର୍ଯ୍ୟ ହେଉ ବା ଅପେକ୍ଷା । ସବୁବେଳେ ତଦନ୍ତ ହେଉଛି କହି କହି ସମୟ ଗଡି ଚାଲିଛି ।

ହେଲେ କିଛି ବି ସୁଧାର ଆସି ପାରି ନାହିଁ । ରାଗିକି କଣ କହିଲେ ସୌମ୍ୟ ଙ୍କ ବାପା ଆସନ୍ତୁ ଜାଣିବା ସେ ସମ୍ପର୍କିତ ଖବର , ଦେଖ

ପୁଅ ମରିବା ର ୩ ମାସ ହେଇଯିବ ହେଲେ ଏବେ ଯାଏ ପରିବାର କୁ ନ୍ୟାୟ ମିଳିଲା ନାହିଁ । ବାପା ଧର୍ଯ୍ୟ ହରା ହୋଇ ଖାଲି ଗୋଟେ ସ୍ଥାନ ରୁ ଆଉ ଗୋଟେ ସ୍ଥାନ କୁ ଯାଉଛନ୍ତି ।

ଏତେ ବଡ଼ ଅଫିସର ହେଇ ମଧ୍ୟ ସୌମ୍ୟ ଙ୍କ ମୁର୍ତ୍ୟୁ ଉପରୁ ପରଦା ଉଠିପରିଲାନାହିଁ ।

ସୌମ୍ୟ ରଞ୍ଜନ ଙ୍କ ବାପା ପୋଲିସ ଓ କ୍ରାଇମ ବ୍ରାଞ୍ଚ ଉପରୁ ଭରସା ଉଠେଇ ସାରିଲେଣି । ଏବେ ସେ ହାଇ କୋର୍ଟ ର ଦ୍ୱାରସ୍ଥ ହେଇଛନ୍ତି ।

ଏବଂଏହି ଘଟଣା ର ସି ବି ଆଇ ତଦନ୍ତ କରାଯାଉ ବୋଲି କହିଛନ୍ତି । ତେବେ ସୌମ୍ୟ ଙ୍କ ବାପା ବହୁତ ରାଗିବା ସହ । ଜାଣି ଜାଣି ସବୁ ପ୍ରମାଣ ନଷ୍ଟ କରି ଦିଆ ଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ଏହା ଛଡା ସୌମ୍ୟ ଙ୍କ ପତ୍ନୀ , ଡ଼ି ଏଫ ଓ ଙ୍କ ଉପରେ ପରିବାର ଲୋକ ସନ୍ଦେହ କରିଥିଲେ ମଧ୍ୟ କାହିଁକି ଏବେ ଯାଏ ତାଙ୍କୁ ଗିରଫ କରା ଯାଇନି ବୋଲି ସେ ରାଗିକି କହିଛନ୍ତି ।

ଓ ଓଡିଶା ପୋଲିସ ଉପରେ ମଧ୍ୟ ତାଙ୍କର ସନ୍ଦେହ ହେଉଛି ବୋଲି ସୌମ୍ୟ ଙ୍କ ବାପା କହିଛନ୍ତି । ତେବେ ଆଗକୁ କଣ ହେବ ତାହା ଶେଷ ରେ ଜଣା ଯିବ ।

Leave a Reply

Your email address will not be published. Required fields are marked *