ରାଜ୍ୟ ଖବର

ICU ରେ ଭର୍ତି ହେଲେ ପ୍ରଦୁମ୍ନ ଲେଙ୍କା, ଦେଖନ୍ତୁ କଣ ହେଲା..

ଆପଣ ମାନେ ଚଳଚ୍ଚିତ୍ର ଦେଖିବାକୁ ନିଶ୍ଚୟ ଭଲ ପାଉଥିବେ । ବହୁତ ଜଣ ମଧ୍ୟ ଚଳଚିତ୍ର ରେ ଅଭିନୟ କରିବା ପାଇଁ ଇଚ୍ଛା କରୁଥିବେ । ତେବେ ଆପଣ ମାନେ ସମସ୍ତେ ପ୍ରଦ୍ୟୁମ୍ନ ଲେଙ୍କା ଙ୍କୁ ଜାଣିଥିବେ । ତେବେ ଆସନ୍ତୁ ତାଙ୍କ ସମ୍ପର୍କିତ ଖବର ଜାଣିବା ।

ସିରିଏଲ ଓ ଚଳଚିତ୍ର ଜଗତ ରେ ବହୁତ ସୁନ୍ଦର ଅଭିନୟ କରି ସମସ୍ତଙ୍କ ମନ ରେ ସ୍ଥାନ ପାଇଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା । ସେ କଟକ ର ନିଆଳି ରେ ଜନ୍ମ ଗ୍ରହଣ କରିଥିଲେ । ଛୋଟ ରୁ ଅଭିନୟ ପାଇଁ ବହୁତ ଆକୃଷ୍ଟ ଥିଲେ । ବିଭିନ୍ନ ପ୍ରକାର ଅଭିନୟ କରି ନିଜ ର ପାରିଦର୍ଶିତା ଦେଖେଇ ପାରିଛନ୍ତି ସେ । ହେଲେ ଏବେ ଚାରି ଆଡ଼େ ସେ ମେଡିକାଲ ରେ ପଡିଥିବାର ଫୋଟ ଦେଖିବାକୁ ମିଳୁଛି ।

ତେବେ ଏହା ତାଙ୍କ ବାସ୍ତବ ଜୀବନ ର କିଛି ଘଟଣା ନୁହେଁ । ଏହା ତାଙ୍କ ର ଅନ୍ୟ ଏକ ଚଳଚ୍ଚିତ୍ର ର ଦୃଶ୍ୟ । ଆଗକୁ ଆସୁଛି ବାପା ଆଇ ସି ୟୁ ରେ ଅଛନ୍ତି ନାମରେ ଗୋଟେ ଫିଲ୍ମ । ସିରିଏଲ ରେ ଅଭିନୟ କରୁଥିବା ସାତ୍ଵିକ ଓ ରାଧିକା ଏହି ଫିଲ୍ମ ରେ ମୁଖ୍ୟ ନାୟକ ଓ ନାୟିକା ଭାବରେ ରହିଛନ୍ତି ।

ତେବେ ଏହି ଫିଲ୍ମ ରେ ବାପା ଭୁମିକା ରେ ଅଭିନୟ କରୁଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା । ତେଣୁ ସେ ମେଡିକାଲ ରେ ପଡିଥିବାର ଦେଖିବାକୁ ମିଳୁଛି । ସବୁବେଳେ ସୁନ୍ଦର ଅଭିନୟ ପାଇଁ ସେ ପ୍ରଶଂସିତ ହେଇଥାନ୍ତି । ସେ ଓଲିଉଡର ଜଣେ ବରିଷ୍ଠ କଳାକାର । ଏହି ଫିଲ୍ମ ଟି କେତେଦୂର ସମସ୍ତ ଦର୍ଶକ ଙ୍କ ମନକୁ ଛୁଇଁବ ତାହା ଫିଲ୍ମ ରିଲିଜ ହେଲା ପରେ ଜଣା ଯିବ ।

Leave a Reply

Your email address will not be published. Required fields are marked *