Devotional

ବାଛନ୍ତୁ ଗୋଟିଏ ସଂଖ୍ୟା,ଆଉ ଜାଣନ୍ତୁ କେବେ ଆପଣ ଧନୀ ହେବେ?

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କିଛି କଥା ଜାଣିପାରିବେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ତିନିଟି ସଂଖ୍ୟା ଭିତରୁ ଗୋଟିଏ ସଂଖ୍ୟା ବାଛିବେ ଯାହାଦ୍ଵାରା ଆପଣମାନଙ୍କ ବିଷୟରେ ଅନେକ କଥା ଜଣାପଡ଼ିବ । ଆପଣମାନେ ଏହି ସ୍କ୍ରିନ ଉପରେ ୧,୨,୩ ନମ୍ୱର୍ ଦେଖି ଏହି ନମ୍ବରରୁ ଗୋଟିଏ ସଂଖ୍ୟା ବାଛନ୍ତୁ ।

ଆପଣଙ୍କ ଜୀବନରେ ଯାହା ବି ଭାବନା ଚାଲୁଅଛି ବା କୌଣସି କ୍ଷେତ୍ରରୁ ଆପଣ ଚିନ୍ତାରେ ଅଛନ୍ତି । ଆଉ ଆପଣଙ୍କର ଆଗକୁ କଣ ହେବ ଏହିସବୁ କଥା ଆପଣମାନେ ଜାଣିପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଆପଣଙ୍କ ସମସ୍ୟାର ସମାଧାନ ପାଇପାରିବେ ।

୧) ୧- ଯଦି ଆପଣ ୧ ନମ୍ବର ବାଛିଛନ୍ତି ତାହେଲେ ଜାଣନ୍ତୁ ଅନେକ କଥା । ଆପଣ ବ୍ୟସ୍ତତାରେ ଅଛନ୍ତି । ଆପଣଙ୍କୁ ମନ୍ଦ ଫଳ ମିଳୁଛି । ଆପଣ ମାୟାରେ ପଡ଼ି ଛଟପଟ ହେଉଛନ୍ତି । ଆପଣ ଅନେକ କଥା ଭାବି ଚିନ୍ତାରେ ରହୁଛନ୍ତି । ଆପଣ ଭାବୁଛନ୍ତି ଧନ କେଉଁଠୁ ଆସିବ ।

ଦାରୁଣ ଚିନ୍ତା, ଏବଂ ଅନେକ ସମସ୍ୟାର ସମାଧାନ କେବେ ହେବ ଆପଣମାନେ ଭାବୁଛନ୍ତି । ଆପଣଙ୍କର ୪୫ ଦିନ ପର୍ଯ୍ୟନ୍ତ ଶୁଭ ଫଳ ନାହିଁ । ଜାତକ ଦେଖାଇ ରତ୍ନ ଧାରଣ କରନ୍ତୁ ଏବେ ହୋମ ଆଦି କରନ୍ତୁ ।

୨) ୨- ଯଦି ଆପଣ ୨ ନମ୍ବର ବାଛିଛନ୍ତି ତାହେଲେ ଜାଣନ୍ତୁ । ଆପଣ ଚାହୁଁଥିବା ବିଚ୍ଛେଦ ଯୋଗୁଁ ଆପଣଙ୍କର ଶୁଭ ହେବ ନାହିଁ । ଆପଣଙ୍କ ଉନ୍ନତି ଆଗାମୀ ୭ ମାସ ଭିତରେ ହେବ । ଆପଣଙ୍କ ସନ୍ତାନ ପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ । ଅଶ୍ଵଗନ୍ଧା ମୋଦକ ଏବଂ ମେଥି ମୋଦକ ସେବନ କରନ୍ତୁ । ଆପଣ ନିଜକୁ ବିଶ୍ବାସ କରନ୍ତୁ । ଭଗବାନ ଶିବଙ୍କୁ ଦୁଃଖ ଜଣାନ୍ତୁ । ଈଶ୍ବରଙ୍କ ଆରାଧନା କରନ୍ତୁ ଆଉ ଶୁଭ ଫଳ ପାଆନ୍ତୁ ।

୩) ୩- ଯଦି ଆପଣ ୩ ନମ୍ବର ବାଛିଛନ୍ତି ତାହେଲେ ଜାଣନ୍ତୁ । ଆପଣ ଅଯଥା ବିପଦରେ ପଡ଼ି ଯାଉଛନ୍ତି । ଆପଣ ଚିନ୍ତା କରି ଅଧିକ ସମୟ ବିତାଉଛନ୍ତି । କାର୍ଯ୍ୟରେ ପରାଧିନତା ଦେଖାଦେଉଛି । ଯତ୍ନ ପୂର୍ବକ କାର୍ଯ୍ୟ କରୁଥିବା ବେଳେ ହଠାତ୍ ବିପଦରେ ପଡ଼ି ଯାଉଛନ୍ତି ।

ଅତି ନିଜର ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ଚିନ୍ତା କରନ୍ତୁ ନାହିଁ । ଅତୀତକୁ ଭାବନ୍ତୁ ନାହିଁ । ଏଭଳି ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଜାତକ ଦେଖାନ୍ତୁ ଆଉ ଏହାର ପ୍ରତିକ୍ରିୟା କରନ୍ତୁ ।

Leave a Reply

Your email address will not be published. Required fields are marked *