ରାଜ୍ୟ ଖବର

ମନ୍ତ୍ରୀ ଙ୍କ ଧରମ ପୁଅ ଭଳି ଗୋବିନ୍ଦ ରହିଥିଲେ, ମିଳୁଥିଲା ମନ୍ତ୍ରୀ ଙ୍କ ବାହୁବଳୀ ସହାୟତା ଆଉ ଗୋବିନ୍ଦ ଯୋଗାଉଥିଲା କଷି କଷି ଝିଅ..

ସୌମ୍ୟ ଙ୍କୁ କିଲବିଲ କରି ମାରିଥିବା ଘଟଣା ଆଉ ମମିତା ମଧ୍ୟ ଠିକ୍ ସେଇପରି ମରିଛନ୍ତି ,ଦୁଇଟି ଘଟଣା ରହସ୍ୟମୟ ଭାବେ ରହୁଥିଲେ ମଧ୍ୟ ଉଚିତ୍ ପ୍ରମାଣ ମିଳୁନାହିଁ, ଦେଖ

ମମିତା ଙ୍କ ପେନ୍ ଡ୍ରାଇଭ ରେ ବହୁ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ଥିଲା ବେଳେ ତାହା ଏଯାବତ୍ ଜବତ ହୋଇପାରିନି, କି ଜାଣିଶୁଣି ପୋଲିସ ଲୁଚାଇ ଦେଇଛି ତାହା ସନ୍ଦେହ ଜନକ

ଜବତ ମୋବାଇଲ ରେ ଖାସ ତଥ୍ୟ ନାହିଁ, ଏପଟେ ମନ୍ତ୍ରୀ ସବୁ ଭୟ ରେ କୁଆଡେ ଫେରାର ହୋଇଯାଇଛନ୍ତି କିମ୍ବା ଉଭାନ ହେଇସାରିଛନ୍ତି

ବିରୋଧୀ ଦଳ ଜୋର୍ ଦାର ବିରୋଧ କରି ସଂପୃକ୍ତ ଙ୍କୁ ମନ୍ତ୍ରୀ ପଦରୁ ହଟେଇବାକୁ ଚାପ୍ ପକାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ଏଇ ନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି

ପ୍ରଦୀପ ମାଝୀ ଙ୍କୁ ଗୋଟି ର ଚାଲ ଭଳି ବ୍ୟବହାର କରା ଯାଇ ଜାଣିଶୁଣି ଇସ୍ତଫା ଦିଆ ଯିବାକୁ କୁହା ଯାଇଛ ବୋଲି ଚର୍ଚ୍ଚା ହେଉଛି, ପ୍ରଦୀପ ଙ୍କ କଥା ରେ ଲୋକେ ଆଉ ସଂପୃକ୍ତ  ମନ୍ତ୍ରୀ  କଥା ଗୁରୁତ୍ଵ ଦେବେନି ଭାବି ଏଇ ଚାଲ ଖେଳା ହେଇଛ ବୋଲି ସନ୍ଦେହ ପ୍ରକାଶ ପାଇଛି

ଏପଟେ ଗୋବିନ୍ଦ ର ରିମାଣ୍ଡ ଅବଧି ସରିଥିବା ବେଳେ ତାକୁ କୋର୍ଟ ରେ ହାଜର କରାଯିବ

ତେବେ ବିଜେଡି କହୁଚି କି ମନ୍ତ୍ରୀ ଙ୍କ ବିରୁଦ୍ଧ ରେ ପ୍ରମାଣ ଆସୁ ତାପରେ ଆମେ ପଦକ୍ଷେପ ନେବୁ, ଆଉ ଏଲିନା ସାମନ୍ତରାୟ କହିଛନ୍ତି କି ବିରୋଧୀ ଦଳ ଏହାକୁ ନେଇ ଶସ୍ତା ରାଜନୀତି କରୁଛନ୍ତି, ଆଉ କଲେଜ କୁ ବଦନାମ କରୁଛନ୍ତି

ଗୋବିନ୍ଦ ଉପରେ ଏବେ ବି ସନ୍ଦେହ ଜାରି ରହିଥିବା ବେଳେ ଏହା ପଛରେ ନିଶ୍ଚୟ ମନ୍ତ୍ରୀ ଙ୍କ ସଂପୃକ୍ତି ରହିଛି ବୋଲି ଚର୍ଚ୍ଚା ହେଉଛି…

Leave a Reply

Your email address will not be published. Required fields are marked *