ରାଜ୍ୟ ଖବର

ଶଶୁର ବୁଢ଼ା ହେଲେଣି ତଥାପି ତାଙ୍କୁ ବେଡରୁମ ଦରକାର୍? Sura rautray ଦେଲେ ଏମିତି ଜବାବ..

ନିକଟ ରେ ତପସ୍ଵିନୀ ଆଉ ସୁମିତ ବିବାଦ ରେ ପୁଣି ନିଜ ବୟାନ ଦେଇଛନ୍ତି କଂଗ୍ରେସ ନେତା ସୁର ରାଉତରାୟ, ଜଣେ ସାମ୍ବାଦିକ ପଚାରିଲେ ତପସ୍ଵିନୀ ଙ୍କୁ ଶଶୁର ପ୍ରମୋଦ ସାହୁ ବେଡ଼ରୁମ ଛାଡ଼ୁ ନାହାନ୍ତି

ଏହା ର ଉତ୍ତର ରେ ସୁର କହିଲେ କି କଣ ଏଇ ବୟସ ରେ ବି ଶଶୁର କୁ ବେଡ଼ରୁମ ଦରକାର, ଦୁଇ ଜଣ ପିଲା କୁ ବେଡ଼ରୁମ ଛାଡି ଉପର ରୁମ୍ କୁ ଯିବାକୁ ଅନୁରୋଧ କରିଛନ୍ତି ସୁର

ତପସ୍ଵିନୀ କଥା କହିବାକୁ ଯାଇ ସୁର କହିଚନ୍ତି କି ଝିଅ ସହ ୩ ବର୍ଷ ସେ ସୁମିତ ପ୍ରେମ କଲା, ତା ସହ ଶୋଇଲା ଆଉ ତାକୁ ଗର୍ଭବତୀ କଲା , ଗର୍ଭବତୀ କରିସାରିଲା ପରେ ପ୍ରମୋଦ ଯିଏ କି ତାଙ୍କ ଶଶୁର ଝିଅ ଟି ର ଗର୍ଭ ନଷ୍ଟ କରିଦେଲେ

ଆଉ କୋର୍ଟ ରେ ବାହା ହେଲା ପରେ ବି ଏମିତି କରିବା ଠିକ୍ ନୁହେଁ, କୋର୍ଟ ଯାହା ନିଷ୍ପତି ନେଇଛନ୍ତି ତାହା ଅତ୍ୟନ୍ତ ବିଉଟିଫୁଲ ଆଉ ଶଶୁର ନିଜ ରାଗ ଛାଡି ବୋହୂ କୁ ସ୍ଵାଗତ କରନ୍ତୁ ବୋଲି ଅନୁରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *