ରାଜ୍ୟ ଖବର

ଏଠି ମୂର୍ଖ ରାଜା କୁ ପାଳବିଣ୍ଡା ମନ୍ତ୍ରୀ ଶାସନ ଚାଲିଛି, ସୌମ୍ୟ ଭଳିଆ ହଜାର ହଜାର ଲୋକ ମରିଗଲେ ବି ନ୍ୟାୟ ମିଳିବନି…

ନିକଟ ରେ ହେଇଥିବା ବିଭିନ୍ନ ମାମଲା ଆଉ ଦୁର୍ଘଟଣା ଭିତରେ ହୁଏତ ସମସ୍ତେ  ସୌମ୍ୟ ଆଉ ବିଦ୍ୟା ଙ୍କ ମାମଲା ଭୁଲିଗଲେଣି ହେଲେ ଆମେ ମନେ ଭୁଲିନୁ, ଆମେ ତ ଆଜି ଯାଏଁ ଆଦିତ୍ୟ ଆଉ ବିଦ୍ୟା ଙ୍କ ମାମଲା ଭୁଲିନୁ, ତେବେ ଗତକାଲି ସୌମ୍ୟ ଙ୍କ ବାପା ଅଥୟ ହେଇ କ୍ରାଇମ୍ ବ୍ରାଞ୍ଚ ଅଫିସ ଯାଇଥିଲେ ତାଙ୍କ ପୁଅ ର ମାମଲା କେତେ ଦୂର ଗଲା ଆଉ କଣ ସବୁ ତଦନ୍ତ ଚାଲିଛି ବୁଝିବାକୁ

ଯେତେ ହେଲେ ବୁଢା ବାପ ଟିଏ, ନିଜ ଭେଣ୍ଡିଆ ପୁଅ କୁ ହରାଇ ସେ କେମିତି ଶାନ୍ତି ରେ ବସିପାରିବେ , ସୌମ ସିନା ବିଦ୍ୟା ଭାରତୀ କୁ ଭଲ ପାଉଥିଲେ ହେଲେ ସେ କାଳ ନାଗୁଣୀ ପରି ଫଣା ଟେକି ତାଙ୍କ ବିରୁଦ୍ଧ ରେ ସବୁ ବେଳେ ମନ୍ଦ୍ କଥା ଚିନ୍ତା କରୁଥିଲା , ସବୁବେଳେ ଭଗବାନ ଙ୍କୁ ଡାକୁଥିଲା କୁ କେମିତି କଣ କରେଇ ଡିଭୋର୍ସ କରେଇ ଦିଅ, ବାହା ଘରକୁ 6 ମାସ ହେଇନି ତା ଭିତରେ ବିଦ୍ୟା , ସୌମ୍ୟ ଙ୍କୁ ଏତେ ଘୃଣା କାଇ କରୁଥିଲେ

ବିଦ୍ୟା ଙ୍କର୍ ନିଶ୍ଚୟ କିଛି ରାଜ ଅଛି, ନିଶ୍ଚୟ ଭଲ ସେ ତଦନ୍ତ ହେବା ଉଚିତ୍, ହେଲେ କହିବା କାହାକୁ ଏଠି ଶୁଣିବ କିଏ, ସବୁଠୁ ବଡ଼ ପ୍ରଶ୍ନ ଏଇଆ କି କ୍ରାଇମବ୍ରଞ୍ଚକୁ କୁ 2 ମାସ ଲାଗିଗଲାଣି ହେଲେ ଏଯାଏ କେସ ର ମୂଳ ଡାଳ ମିଳୁନି

ସୌମ୍ୟ ଙ୍କ ପରିବାର ଏକ ପ୍ରକାର ନ୍ୟାୟ ମିଳିବା ଆଶା ଛାଡ଼ି ସାରିଲେଣି, ଏଠି ଆନ୍ଧା ସରକାର୍ ଆଉ ଅନ୍ଧା କାନୁନ୍, ଦୂତି ଙ୍କ ମାମଲା ରେ ରାତ ରାତି କାର୍ଯ୍ୟନୁଷ୍ଠାନ ହେଲେ ଏଠି ବିଦ୍ୟା ଉପରେ ହତ୍ୟା ମାମଲା ରୁଜୁ ହେବେ ସତ୍ୱେ ଗିରଫ ନାହିଁ, ମମିତା କେସ୍ ରେ ବି ଠିକ୍ ଏମିତି କିଛି ହେଉଛି, ସୌମ୍ୟ ଙ୍କ କେସ ରେ ଜଙ୍ଗଲ ମନ୍ତ୍ରୀ, ମମିତା କେସ ରେ ରାଷ୍ଟ୍ର ମନ୍ତ୍ରୀ ଙ୍କ ନାଁ ଉଠୁଛି

ୟାଠୁ ଆଉ କୁହା ଯିବ, ମୂର୍ଖ ରାଜା ଆଉ ପାଳବିଣ୍ଡା ମନ୍ତ୍ରୀ ରାଜ ଗାଦି ରେ ବସିଲେ ଯାହା ଅବସ୍ଥା ହୁଏ ଏବେ ଓଡ଼ିଶା ରେ  ଆଇନ କାନୁନ ସେମିତି ଚାଲିଛି,

କଣ ଆଉ କୁହା ଯିବ, ତେବେ ପୋଷ୍ଟ ସେୟାର କରନ୍ତୁ ହୁଏତ ବିରୋଧୀ ଦଳ ରୁ କେହି ଏଇ ପୋଷ୍ଟ ପଢି ବିଧାନସଭା ରେ ସୌମ୍ୟ ଙ୍କ କଥା ଟିକେ ଉଠେଇବେ..

Leave a Reply

Your email address will not be published. Required fields are marked *