ଭାଇରାଲ ଭିଡିଓ

Girls’ Viral dance ନାଚି ନାଚି ଧୂଆଁ ଉଡେଇଦେଲେ ଝିଅ ଦେଖନ୍ତୁ କେମିତି ଗୀତ ରେ ଝୁମୁଛନ୍ତି ଝିଅମାନେ

ଝିଅମାନେ ସବୁବେଳେ ନିଜର ରିଲ୍ ଭିଡିଓ କୁ ନେଇ ଚର୍ଚ୍ଚା ରେ ଥାନ୍ତି । ଅନେକ ଝିଅ ରିଲ ଭିଡିଓ କରୁଥିବା ବେଳେ କେହି କେହି ସେହି ସୋସିଆଲ ମିଡିଆରେ ଫେମସ ହୋଇଥାନ୍ତି । ଆଜିର ଭିଡ଼ିଓରେ ଆମେ ବାସ୍ତବରେ ତାହା ଦେଖିବାକୁ ପାଇବାନି ।

ଆଜିର ଭିଡ଼ିଓରେ ଅନେକ ଝିଅ ଗୀତ ର ତାଳେ ତାଳେ ନାଚୁ ଥିବାର ଦେଖା ଦେଇଥିଲା । ସମସ୍ତ ଝିଅମାନେ ଖୁସି ହୋଇ ନାଚି ନାଚି ଭିଡିଓ କରିଥିଲେ । ଏହା କୌଣସି ସ୍ଥାନର ତାହା ସଠିକ୍। ଭାବେ ଜଣା ପଡିନାହିଁ ।

ତେବେ ଭିଡିଓ ରେ ଯାହା ପରିବେଶ ଦେଖିବାକୁ ମିଳୁଛି ତାହା ନିଶ୍ଚିନ୍ତ ଆମକୁ କିଛି କ୍ଷଣ ପାଇଁ ଭାବିବାକୁ ବାଧ୍ୟ କରିଦେବ ଯେ ପରିବେଶ ଟି ହେଉଛି ହୋଲି ର ପରିବେଶ । ଯେଉଁଥିରେ ସମସ୍ତେ ଓଦା ହୋଇ ମଧ୍ୟ ନାଚୁଛନ୍ତି ।

ଆପଣ ବି ଦେଖନ୍ତୁ ଏହି ଭିଡିଓ ଏବଂ ଆପଣଙ୍କ ଏହି ଭିଡିଓ ସମ୍ପର୍କରେ ମତାମତ କଣ ନିଶ୍ଚିନ୍ତ ଜଣାନ୍ତୁ । ଏହି ଭିଡିଓ ର ପରିବେଶ ହୋଲି ପରି ଲାଗୁଚି ନା ଅନ୍ୟକିଛି । ଦେଖନ୍ତୁ ଏହି ଭିଡିଓ –

 

Leave a Reply

Your email address will not be published. Required fields are marked *