ଦେଶ ଦୁନିଆ

ମୁଁ ଆଉ ଖେଳିବାକୁ ଚାହୁଁନି, ବାସ୍ ବହୁତ୍ ହେଇଗଲା ବୋଲି କହିଲେ କୋହଲି

ଖେଳ ଏମିତି ଏକ କାର୍ଯ୍ୟ ଯାହା ଛୋଟ ଠୁ ବଡ଼ ସମସ୍ତଙ୍କ ପସନ୍ଦ । ଆପଣ ମାନେ ଛୋଟ ବେଳ ବିଭିନ୍ନ ଖେଳ ଖେଳୁଥିବେ । ସାଙ୍ଗ ମାନଙ୍କ ସହ ଖେଳିବାର ମଜା ନିଆରା । ଖେଳିଲେ ମନ ଖୁସି ରହେ । ସ୍କୁଲ ରେ ପିଲା ମାନଙ୍କ ପାଇଁ ଖେଳ ରହିଥାଏ । ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ତେବେ କ୍ରିକେଟ ଖେଳ ସମସ୍ତଙ୍କ ବହୁତ ପ୍ରିୟ ଖେଳ ଅଟେ ।

ଆପଣ ମନେ ଟିଭି ରେ କ୍ରିକେଟ ଖେଳ ଦେଲେ କେବେ ବି ମିସ କରୁ ନଥିବେ । ବିଶେଷ କରି ଆମ ଦେଶ ର ଖେଳାଳି ମାନେ ଖେଳୁଥିଲେ ସମସ୍ତେ ବହୁତ ଉତ୍କଣ୍ଠା ସହ ଖେଳ ଦେଖିଥାନ୍ତି । ଆମ ଦେଶ ର ସବୁ ଖେଳାଳି ମାନକୁ ଆପଣ ମାନେ ବହୁତ ପସନ୍ଦ କରୁଥିବେ । ବହୁତ ଜଣ କ୍ରିକେଟ ପ୍ରେମି ନିଜ ପ୍ରିୟ ଖେଳାଳି ଙ୍କ ପାଇଁ ବହୁତ କିଛି କରିଥାନ୍ତି । ତେବେ ଆପଣ ମାନେ ବିରାଟ କୋହଲି ଙ୍କୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ସବୁବେଳେ ବହୁତ ଉତ୍ସାହ ଓ ଜୋସ ର ସହ ସେ ଖେଳିଥାନ୍ତି ।

ତେବେ ଆପଣ ମାନେ ଟି ଟୋଣ୍ଟି ତ ଦେଖୁଥିବେ । ତେବେ ବିରାଟ କୋହଲି ଟି ଟୋଣ୍ଟି ର ଅଧିନାୟକ ପଦ ଛାଡିଛନ୍ତି । ଏହା ସହ ସେ କହିଛନ୍ତି ଏହି ପଦ ଛାଡିଲା ପରେ ତାଙ୍କୁ ଟିକେ ହାଲୁକା ଲାଗୁଛି । ବିଶ୍ୱ କପ ରେ ଆଗକୁ ନ ଯାଇପାରିଲେ ମଧ୍ୟ ଟି ଟୋଣ୍ଟି ରେ ଟିମ ଭଲ ପଦର୍ଶନ କରିଥାନ୍ତି । ତେବେ ଏହି ମୁହୁର୍ତ୍ତ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ତେବେ ଆଗକୁ ଆହୁରି ଅଧିକ ପରିଶ୍ରମ କରିବେ ।

ଏବଂ ଆଗ ଭଳି ସେମିତି ଜୋଶ ପଡିଆ ରେ ଦେଖିବାକୁ ମିଳିବ ଏହା କେବେ ବଦଳିବନି ଏବଂ ଯେଉଁ ଦିନ ଏହି ଜୋସ ଆଉ ଦେଖିବାକୁ ମିଳିବନି ସେଦିନ ଆଉ ଖେଳିବିନି ବୋଲି ବିରାଟ କୋହଲି କହିଛନ୍ତି ।

ପଡିଆ ରେ ଖାଲି ଛିଡା ହୋଇପାରିବିନି ବୋଲି ସେ କହିଛନ୍ତି । ଆପଣ ମାନେ ବିରାଟ ଙ୍କ ଖେଳ କୁ ବହୁତ ପସନ୍ଦ କରୁଥିବେ ନିଶ୍ଚୟ । ସବୁବେଳେ ବହୁତ ଉତ୍କଣ୍ଠା ର ସହ ବହୁତ କ୍ରିକେଟ ପ୍ରେମି ତାଙ୍କୁ ଅପେକ୍ଷା କରିଥାନ୍ତି ।

Leave a Reply

Your email address will not be published. Required fields are marked *