ଗାଈ ଭାବି ମଣିଷ ସହ ସମ୍ପର୍କ ରଖିବାକୁ ଚେଷ୍ଟା କଲା ଷଣ୍ଢ ତାପରେ…

ଆଜି କାଲି ଇଣ୍ଟରନେଟ ରେ ଭଳିକି ଭଳି ଭିଡ଼ିଓ ଦେଖିବାକୁ ମିଳୁଛି, କେତେବେଳେ କିଏ ଟ୍ରେନ ଆଗରେ ଶୋଇ ଥିବା ଭିଡିଓ କେତେବେଳେ ପଶୁ ଜନ୍ତୁ ଙ୍କ ମଜାଦାର ଭିଡିଓ

ଏସବୁ ଭିଡିଓ ଏବେ ଖୁବ୍ ଲୋକ ପ୍ରିୟ ହେବାକୁ ଲାଗିଛି, ଖାସ କରି ଫେସବୁକ୍ ଆଉ ଟୁଇଟର ରେ ଏସବୁ ଭଲ ମାତ୍ରା ରେ ଟ୍ରେଣ୍ଡ କରୁଛି

ତେବେ କିଛି ଦିନ ହେବ ଗୋଟେ ମଜାଦାର ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେଉଛି ଯେଉଁଠି ଗୋଟେ ଷଣ୍ଢ ଜଣେ ମଣିଷ କୁ ଗାଇ ଭାବି ତା ସହ ଅନୈତିକ କାମ କରିବାକୁ ଚେଷ୍ଟା କରୁଛି ।

ଘଟଣା ଟି ଦିଲ୍ଲୀ ର ଏକ ବ୍ୟସ୍ତ ବହୁଳ ପରିବେଶ ର ଯେଉଁଠି କିଛି ଲୋକ ଠିଆ ହେଇଥିବା ବେଳେ ପଛରୁ ଏକ ଷଣ୍ଢ ଆସି ବ୍ୟକ୍ତିଙ୍କୁ ଶୁଙ୍ଘିବାକୁ ଲାଗେ, ଆଉ ଖରାପ୍ କାମ କରିବାକୁ ଚେଷ୍ଟା କରେ ,ହେଲେ ବ୍ୟକ୍ତି ଜନକ ପଡ଼ି ଯାଆନ୍ତି ଆଉ ପାଖରେ ଥିବା ବ୍ୟକ୍ତି ଜଣକ ଏହା କୁ କ୍ୟାମେରା ରେ ରେକର୍ଡ କରି ଦିଅନ୍ତି,

ତାହା ବେଶ୍ ହସ ର ଖୋରାକ ଯୋଗାଇ ଥାଏ, ତେବେ ଏହି ଭିଡ଼ିଓ ଏବେ ୫ ଲକ୍ଷ ଲୋକ ଦେଖି ସାରିଲେଣି

Leave a Comment

Your email address will not be published. Required fields are marked *

Scroll to Top