ରାଜ୍ୟ ଖବର

ମତେ ଯାଚୁଥିଲେ ଟଙ୍କା, ସୁଯୋଗ ଖୋଜୁଥିଲେ ଫେରାର ହେବାକୁ, ହେଇଗଲେ.. କାନ୍ଦି କାନ୍ଦି କହିଲେ tapaswini

ସୁମିତ୍ ଓ ତପଶ୍ଵନୀଙ୍କୁ ଅର୍ଡର୍ ମିଳିଥିଲା କି ୭ ଦିନ ଏକାଠି ରହିବା ପାଇଁ କିନ୍ତୁ ୨ ଦିନ ରେ ସୁମିତଙ୍କ ପାଖକୁ ଗୋଟେ କଲ୍ ଆସିଥିଲା।ଫୋନ ରେ କଥା ହୋଇସାରିବା ପରେ କହିଲେ କି ସେ ଘରକୁ ଆଉ ଯିବିନି ଓ ବାରଣ୍ଡାରେ ରହିଲେ।ତାପରେ ଉଭୟ ୭ ଦିନ ଯାଏଁ ବାରଣ୍ଡାରେ ରହିଲେ।ତାପରେ ସୁମିତ ତପଶ୍ୱନୀ ତାଙ୍କ ପାଖରେ ରହିବେ ଅର୍ଡର ଶୁଣିବାପରେ,ସବୁଦିନ ସେ ୧୧ ରୁ ରାତି ୯ ଯାଏଁ କାମ କରୀକି ଆସନ୍ତି।

କିନ୍ତୁ ସେ କାଲି ସକାଳ ୯ ରୁ ରାତି ହେଇଗଲା ଆସିଲେନି।ସେଥିପାଇଁ ତପଶ୍ୱନି ଆସ୍କା ଆଇଆଇସି ଙ୍କୁ କହିଥିଲେ।ସେ କହିଲେ କି ନାଇଟ ଡିଉଟି ଅଛି।ତାପରେ ସେ ଘରକୁ ଆସିଥିଲେ ଓ କହିଲେ ତୁ ତୋ ଘରକୁ ଯା ପଇସା ତତେ ଦେଇଦେବି।ମୁଁ ତତେ ନେଇକି ବିଲକୁଲ୍ ଯିବି ନାହିଁ।

ସେ କାଲି ଠୁ ହିଁ ଚେଷ୍ଟା କରୁଥିଲେ ଏଠୁ ଫେରାର ହୋଇଯିବେ ।କିନ୍ତୁ ରାତି ସାରା ଜଗୀକି ତପଶ୍ୱନି ରହିଥିଲେ।କିନ୍ତୁ ଆଜି କେହି ନଥିଲେ ଜଣେ ଆଇଆଇସି ଥିଲେ।୨ ଜଣ କନେଷ୍ଟବଳ ମହିଳା ଥିଲେ,ସମସ୍ତେ ଥିଲେ କିନ୍ତୁ ତପସ୍ୱିନୀ ଖାଇବା ପାଇଁ ଆସିଥିଲେ,୨-୩ ମିନିଟରେ ଗୋଟେ ସ୍କୁଟିରେ ବସି ପଳେଇଲେ।ସେଠି ପୁଣି ସମସ୍ତେ ଥିଲେ।

ଆସ୍କା ଆଇଆଇସି କହିଲେ କି ମୁଁ କାହାକୁ ପଠାଉଛି।ରିପୋର୍ଟ ପାଇ କହିଲେ କି ସେ ଏବେ ନାହାନ୍ତି ,ବ୍ୟାଗ୍ ନେଇ ଯାଇଛନ୍ତି।ତାପରେ ଆଉ କିଛି ବି କଲ୍ ତପଶ୍ୱନୀଙ୍କ ପାଖକୁ ଆସି ନାହିଁ।ଆଇଆଇସି କହିଥିଲେ ଡିୟୁଟି ଅଛି କିନ୍ତୁ କିଛି ବି ଦିୟୁଟି ନଥିଲା।ଓଲଟା ୪ ଦିନ ପାଇଁ ଛୁଟି ନେଇଥିଲେ।

Leave a Reply

Your email address will not be published. Required fields are marked *