ରାଜ୍ୟ ଖବର

Science ବି ଆଶ୍ଚର୍ୟ୍ଯ ବିନା ପୁରୁଷ ରେ କିପରି ମା ହେଉଛନ୍ତି ମହିଳା ୨୬ ବର୍ଷ ଧରି ଗାଁ ରେ ନାହାନ୍ତି ଜଣେ ପୁରୁଷ ଦେଖନ୍ତୁ କେମିତି ହେଉଛନ୍ତି ମା

ଦୁନିଆରେ ଏମିତି ଜାଗା ରହିଛି ଯେଉଁଠି ଜନ ସଂଖ୍ୟାରେ ମହିଳାଙ୍କର ସଂଖ୍ୟା ପୁରୁଷ ମାନଙ୍କ ଠୁ ଖୁବ୍ ଅଧିକ।ପ୍ରାୟ ୨୭ ବର୍ଷ ହେଲାଣି ଗୋଟେ ଗାଁ ଅଛି ଯେଉଁ ଗାଁ ରେ ମହିଳା ମାନେ ରହୁଛନ୍ତି କିନ୍ତୁ ପୁରୁଷ ନାହାନ୍ତି।

pregnancy, motherhood, people and expectation concept – happy pregnant woman touching her big belly over rose quartz and serenity pattern background

ଏଠିକି ପୁରୁଷ ମାନଙ୍କୁ ଆସିବା ପାଇଁ ଅନୁମତି ବି ଦିଆ ଯାଇନାହିଁ।ଏହି ଗାଁ ଟି କେନିଆ ରେ ଗାଁ ର ନାଁ ହେଉଛି ଓମୁ ଗାଁ।ଚକିତ କଲା ପରି କଥା ହେଉଛି ଯେ ୨୭ ବର୍ଷ ଧରି ପୁରୁଷ ନଥିଲେ ବି ଏହି ଗାଁରେ ମହିଳା ମାନେ ଗ-ର୍ଭ-ବ-ତୀ ହୁଅନ୍ତି।

ଏମିତି ହୁଏ କିପରି?୧୯୯୦ ମସିହାରେ ଏହି ଗାଁରେ ଲୋକମାନେ ରହିଥିଲେ ।ବ୍ରିଟିଶ୍ ସୈନିକ ମାନେ ମହିଳା ମାନଙ୍କ ସହିତ ଜୋରଜବରଦସ୍ତ ସମ୍ପର୍କ ରଖିଥିଲେ।

ଏହାପରେ ସେହି ସମାଜର ଲୋକମାନେ ଏହି ସମସ୍ତ ମହିଳା ମାନଙ୍କୁ ତାଙ୍କ ସମାଜରୁ ବାହାର କରିଦେଇଥିଲେ।ତେଣୁ ସେହି ୧୫ ଜଣ ମହିଳା ଏହି ଗାଁରେ ଆସିକି ରହିଲେ।

ଧିରେ ଧୀରେ ଏହି ଗାଁକୁ ହିଂସା ରେ ଶିକାର ହୋଇଥିବା ମହିଳା ମାନେ ଘର ଦ୍ଵାରା ଛାଡ଼ି ଆସି ରହିଲେ ।ଏହି ମହିଳା ମାନଙ୍କ ସହିତ।ବାଲ୍ୟ ବିବାହ ରୁ ବଞ୍ଚିତ କିଛି ବାଳିକା ମାନେ ମଧ୍ୟ ଏହି ଗାଁ କୁ ଆସିଲେ।

୩୦୦ ମହିଳା ତାଙ୍କ ସନ୍ତାନଙ୍କ ସହିତ ରହୁଛନ୍ତି।ପୁରୁଷ ମାନେ ଗାଁ ଙ୍କୁ ପ୍ରବେଶ କରନ୍ତିନି କିନ୍ତୁ ମହିଳା ମାନେ ବାହାରକୁ ଯାଇ ପୁରୁଷ ମାନଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥାନ୍ତି।

Leave a Reply

Your email address will not be published. Required fields are marked *