ଭାଇରାଲ ଭିଡିଓ

ମହିଳା ଜଣଙ୍କ Social media ରେ ଆସି କହିଦେଲେ ଏମିତି କଥା ରାତାରାତି ହୋଇଗଲା viral ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ

ସୋସିଆଲ ମିଡିଆରେ ପ୍ରତ୍ୟକ୍ ଦିନ କିଛି ନା କିଛି ଭାଇରଲ ହୋଇଥାଏ l ଆଜି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହୋଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହେଇଯିବେ ଏବଂ ଏକ ଶିକ୍ଷା ପାଇବେ l ଭାଇରାଲ ହୋଇଥିବା ଭିଡ଼ିଓ ରେ ଜଣେ ଝିଅଟି କହିଛନ୍ତି

ଗୋଟେ ପୁଅଟିଏ ମରିବାର୍ ୫ ମିନିଟ ପୂର୍ବରୁ ଦୁଇଟି ମେସେଜ କଲା ଗୋଟିଏ ତା ସାଙ୍ଗ ପାଖକୁ ଆଉ ଗୋଟିଏ ତା ପ୍ରେମିକା ପାଖକୁ l

ମେସେଜରେ ଲେଖିଲା ମୁଁ ଯାଉଛି ଝିଅଟି ଦେଖି ରିପ୍ଲାଏ କଲା ମୁଁ ଏବେ ବ୍ୟେସ୍ତ୍ ଅଛି ପରେ କଥା ହେବି l ପୁଅଟି ମେସେଜ ପଢ଼ି ବହୁତ୍ ମନ ଦୁଃଖ କଲା ଆଉ କାନ୍ଦିଲା l

ଏହା ପରେ ପୁଅର ଅନ୍ୟ ସାଙ୍ଗ ଟିର ମେସେଜ ଆସିଗଲା ଏବେ ଏକ୍କା କୁଆଡେ ଯାଉଛୁ ରହ ମୁଁ ଯାଉଛି ସାଙ୍ଗ ହେଇକି ଯିବା l ଏହା ଦେଖି ପୁଅଟିର ଆଖିରୁ ଲୁହ ଖସିଗଲା l

ଏବଂ ସେ ହସି ହସି କହିଲା ଆଜି ପୁଣି ପ୍ରେମ ଆଗରେ ବନ୍ଧୁତ୍ଵ ଜିତିଗଲା l ଆପଣଙ୍କ ମତରେ ପ୍ରେମ ବଡ ନା ବନ୍ଧୂତ୍ଵବଡ ନିଶ୍ଚିତ କମେଣ୍ଟ କରନ୍ତୁ l

Leave a Reply

Your email address will not be published. Required fields are marked *