ରାଜ୍ୟ ଖବର

ଠକ ସାର ଦୋକାନୀ ଙ୍କୁ ଧରିବାକୁ ମିଛ ରେ କୃଷକ ବେଶ ରେ ପହଞ୍ଚିଲେ ସବ କଲେକ୍ଟର

ସାର ଦୋକାନୀ ମାନଙ୍କ ଲୁଟ ତରାଜ କୁ ରଙ୍ଗେହାଥ ଧରିବାକୁ ଆନ୍ଧ୍ର ର ଆଇଏଏସ୍ ଅଫିସର ଯିଏ କି ଏବେ ସବ କଲେକ୍ଟର ଅଛନ୍ତି ଯାହାଙ୍କ ନାମ ପ୍ରବୀଣ ଚାନ୍ଦ୍, ସେ ବାରମ୍ବାର କୃଷକ ଙ୍କ ଠାରୁ ଅଭିଯୋଗ ପାଉଥିଲେ କି ସାର ଦୋକାନୀ ମାନେ ଚଢ଼ା ଦାମ ରେ ସାର୍ ବିକୁଛନ୍ତି ଆଉ ଗରିବ ଙ୍କୁ ଲୁଟୁଛନ୍ତି

ତେବେ ଏହା କୁ ନଜର ରେ ରଖି ଅତିରିକ୍ତ ଜିଲ୍ଲାପାଳ ଜଣକ ବେଶ ବଦଳାଇ ନିଜକୁ କୃଷକ ର ପରିଚୟ ଦେଇକି ସାର ଦୋକାନ ରେ ପହଞ୍ଚି ଥିଲେ ଆଉ ସାର କିଣିବାକୁ ଲାଗିଥିଲେ, ତେବେ ସେ ଜାଣିବାକୁ ପାଇଥିଲେ କି ବଜାର ର ଉଚିତ୍ ମୂଲ୍ୟ ଠୁ ସର ଦୋକାନୀ ମାନେ 50-100 ଟଙ୍କା ଅଧିକା ମୂଲ୍ୟ ରେ ସାର ବିକୁଛନ୍ତି

ଏହା ପରେ ସେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ଆଉ ଦୁଇଟି ଦୋକାନ କୁ ସିଜ୍ କରି ଦୋକାନୀ ମାନଙ୍କୁ ଗିରଫ କରିଥିଲେ ତେବେ ଏଇ କାମ କୁ ସମସ୍ତେ ପ୍ରଶଂସା କରୁଛନ୍ତି ଆଉ କହିଛନ୍ତି କି ଭାରତ କୁ ଏମିତି ଅଫିସର ଦରକାର୍

ତେବେ ଏହି ଫୋଟୋ twitter ରେ ଜଣେ ଅଫିସର ସେୟାର କରିଛନ୍ତି ଆଉ ଏଯାବତ୍ ଏଇ ଫୋଟୋ କୁ ବିପୁଳ ଲାଇକ ଆଉ କମେଣ୍ଟ ମିଳି ସାରିଛି

Leave a Reply

Your email address will not be published. Required fields are marked *