ଭାଇରାଲ ଭିଡିଓ

Devotional – ଯେତେବେଳେ ଭକ୍ତଙ୍କୁ ରକ୍ଷା କରିବାକୁ ଆସିଲେ ସ୍ଵୟଂ ଇଛାଧାରୀ ନାଗ ସେତେବେଳେ ଘଟିଲା ଏମିତି ଦେଖନ୍ତୁ ଭିଡିଓ

ଗୋଟେ ଛୋଟ ଗାଁରେ ଖଜିଆର୍ ରେ ଦେବେନ୍ଦ୍ର ନାମକ ଜଣେ ବ୍ୟକ୍ତି ଥିଲେ। ବଜରଙ୍ଗି ଙ୍କ ପରମ ଭକ୍ତ ଥିଲେ।ଦିନ ରାତି ପୂଜା କରୁଥିଲେ।ମଙ୍ଗଳବାର ଉପବାସ ମଧ୍ୟ କରୁଥିଲେ।

ସେ ଗରିବ ଥିଲେ।ଜଙ୍ଗଲରୁ କାଠ ଆଣି ବେପାର କରୁଥିଲେ।ଦେବେନ୍ଦ୍ର ଙ୍କ ର ଭରଷା ଥିଲା କି ତାଙ୍କ ପାଖରେ କିଏ ଥାଉ କି ନଥାଉ କିନ୍ତୁ ହନୁମାନ ତାଙ୍କ ସହିତ ସବୁବେଳେ ଅଛନ୍ତି।

ଦେବେନ୍ଦ୍ର ଙ୍କୁ ଗାଁ ରେ ଲୋକମାନେ ସମ୍ମାନ ଦିଅନ୍ତି।ଦିନେ ଜଙ୍ଗଲକୁ ଯାଇଥିଲେ କାଠ କାଟିବା ପାଇଁ ଦେବେନ୍ଦ୍ର।ତାପରେ ଯାହା ହେଲା ତାହା ଦେଖି ଦେବେନ୍ଦ୍ର ଆଶ୍ଚଯ୍ୟ ହୋଇଗଲେ।ସେ ଦେଖିଲେ ବହୁତ୍ ସାପ ଆସୁଛନ୍ତି।

ଚାରି ଆଡ଼ୁ ଘେରି ଗଲେ।ସେ ବହୁତ୍ ଡରିଗଲେ। ସେଠୁ କେମିତି ଆସିବ ପାଇଁ ମଧ୍ୟ ପ୍ରୟାସ କରିଲେ।କିନ୍ତୁ ବହୁତ୍ ସାପ ଥିବାରୁ ସେ ବାହାରି ପାରିଲେ ନାହିଁ।

ତାପରେ ସେ ହନୁମାନଙ୍କୁ ସ୍ମରଣ କହିଲେ।ସେତିକିବେଳେ ସେ ଯେଉଁ କାଠ କାଟୁଥିଲେ,ସେହି ଗଛରୁ ଗୋଟେ ମାଙ୍କଡ ଆସିଲା।ଗୋଟେ ସାପ କୁ ନେଇ ଅନ୍ୟ ଗୋଟେ ଜାଗାରେ ପକେଇ ଦେଲା।

ତାପରେ ସେ ମାଙ୍କଡ ସେଠୁ ଚାଲିଗଲେ। ମାଙ୍କଡରୁ ଦିବ୍ୟ ପ୍ରକାଶ ବାହାରୁଥିଲା।ସେ ଜାଣିପାରିଲେ ଇଏ ସାଧାରଣ ମାଙ୍କଡ ନୁହେଁ ସ୍ୱୟଂ ବଜରଙ୍ଗୀ ବାଲି ହୀ ପାଠେଇଛନ୍ତି।ନମସ୍କାର କରିଲେ।

Leave a Reply

Your email address will not be published. Required fields are marked *