ରାତି ଅଧ୍ ରେ ଚୋର ଆମ ଘରେ ପଶିଲେ ଆଉ ମତେ ଅଶ୍ଳୀଳ ବ୍ୟବହାର କଲେ, କୁନି ଝିଅ ର ଲୋମ ଟାଙ୍କୁରା କଥା

ଝିଅଟି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ତାଙ୍କୁ ଡାଇନିଂ ଟେବୁଲ୍ ପାଖରେ ରଖିଦେଇଥିଲେ।ସେଠି ଜଣେ ପୁଅଟି ତାଙ୍କ ସହିତ ଅ-ଶ୍ଳୀ-ଳ ବ୍ୟବହାର କରିଥିଲେ।ଯେତେବେଳେ ଝିଅଟି ର ନିଦ ଭାଙ୍ଗିଛି ସେତେବେଳେ ପିତ୍ତଳରେ ଗୋଟେ ଦୀପ ଷ୍ଟାଣ୍ଡ ଧରି ପୁଅଟି ଠିଆ ହୋଇଥିଲେ।

ଝିଅଟି ପଚାରିଥିଲେ ଆପଣ କିଏ?କାହିଁକି ଆସିଛନ୍ତି?କିନ୍ତୁ ସେ ପିଲାଟି କହିଲେ ବେଶି ପାଟି କରିଲେ ତତେ,ବାପାଙ୍କୁ ମାରିଦେବୁ ବୋଲି।ଏବଂ ଝିଅର ମାଙ୍କ ମୁଣ୍ଡ ମାରିକି ଫଟେଇ ଦେଇଛନ୍ତି।ତାପରେ ଗଡରେଜ୍ ଚାବି ମାଗିଥିଲେ। ସୁନା,ପଇସା ସବୁ କେଉଁଠି ଅଛି ସେସବୁ ଦେବା ପାଇଁ କହିଲେ।

ଝିଅଟି କହିଲେ ମାଙ୍କ ପାଖରେ ଛାଡ଼ିଦିଅ,ସବୁ ଜିନିଷ ଦେଇଦେବେ।ଝିଅଟି ଯେତେବେଳେ ଅଧା ଜିନିଷ କାଢ଼ିଛନ୍ତି ତାଙ୍କ ହାତ ବାନ୍ଧି ଡାଇନିଂ ଟେବୁଲ୍ ପାଖରେ ଲୁଚେଇକୀ ରଖି ଦେଇଥିଲେ।ତାପରେ ଗଡରେଜ୍ ରୁ ୩ ଲକ୍ଷ ଟଙ୍କା, ସୁନା,ଗହଣା ନେଇଗଲେ।

ସେମାନେ କହିଥିଲେ ଯଦି ପୋଲିସଙ୍କୁ ଜଣେଇବେ ତାହେଲେ ଆଉ ଥରେ ଆସିବୁ ନହେଲେ ତାଙ୍କର ଅନ୍ୟ ଲୋକଙ୍କୁ ପଠେଇବେ।ତାଙ୍କୁ ମାରିବେ ବୋଲି ଧମକ ଦେଇଛନ୍ତି।ଝିଅଟି କହିଛନ୍ତି ସେଥିରୁ ୫ ଜଣ ବସ୍ତି ପିଲା ଥିଲେ।ପାଖାପାଖି ଅଞ୍ଚଳର ଲୋକ ଥିଲେ।ତାଙ୍କ ବାପାଙ୍କୁ ଭଲ ଭାବରେ ଜାଣିଛନ୍ତି।ପୋଲିସ ଯଦି ଚେଷ୍ଟା କରିବେ ତାହେଲେ ସେମାନଙ୍କୁ ପାଇଜିବେ।

Leave a Comment