Sumit ଙ୍କୁ tapaswini ଙ୍କ ସିଧା କଥା, କେତେ ନବ ମାମଲା ରଫା ଦଫା କର

ତପଶ୍ୱନି ଙ୍କ ବାପା ଫୋନ କଲ୍ ରେ ହୋଇଥିବା କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି।ସେ ଯେଉଁ ବ୍ୟକ୍ତି ଙ୍କ ସହିତ କଥା ହେଇଛନ୍ତି ସେ ସୁମିତ ଙ୍କ ସମର୍କୀୟ ବୋଲି କହିଛନ୍ତି।ବ୍ୟକ୍ତି ଜଣଙ୍କ କହିଛନ୍ତି ସୁମିତ ରଖିବାକୁ ଚାହୁଁ ନାହାନ୍ତି।ତାଙ୍କର ଇଛା ନାହିଁ।ଆପଣଙ୍କର କଣ ଦରକାର କୁହନ୍ତୁ।

ସେ ଏହି କେସଟି କୁ ଡିଶ୍ ମିସ୍ କରିବାକୁ ଚାହୁଁଛନ୍ତି। ତାପଶ୍ଵନି ଙ୍କ ବାପା ପ୍ରତିଉତ୍ତରରେ କହିଛନ୍ତି ସୁମିତ ଙ୍କୁ କହିବେ ତାଙ୍କୁ କେତେ ଟଙ୍କା ଦରକାର ଝିଅ କୁ ନେବେ।ବ୍ୟକ୍ତି ଜଣଙ୍କ କହିଛନ୍ତି ସୁମିତ ପୁରା ଅଲଗା ପ୍ରକାର।କିନ୍ତୁ ତପଶ୍ୱନି ଙ୍କ ବାପା କହିଛନ୍ତି ଯେତେ ଅଲଗା ପ୍ରକାର ହେଲେ ମଧ୍ୟ ତାଙ୍କୁ ଛାଡ଼ିବାର ନାହିଁ।

ଗୋଟେ ଝିଅ ସହିତ ୨ ବର୍ଷ ରିଲେଶନ ରଖି,ବାହା ହୋଇ ଘର ସଂସାର କରି ଛାଡ଼ିଦେଲେ,ଆମେ ବି ତାଙ୍କୁ ଛାଡ଼ିବାର ନାହିଁ।ବ୍ୟକ୍ତି ଜଣଙ୍କ କହିଛନ୍ତି ସୁମିତ ତପସ୍ୱିନୀ ଙ୍କୁ ନେଇ ରଖିଥାନ୍ତେ।କିନ୍ତୁ ତାଙ୍କ ଘରେ କେହି ତାଙ୍କୁ ସପୋର୍ଟ କରୁନାହାନ୍ତି।ସେ ଘର ଲୋକଙ୍କ କଥାରେ କଣ କରିବେ?

ତପଶ୍ଵନି ଙ୍କ ବାପା କହିଛନ୍ତି ଯେତେବେଳେ ସେ ବାହା ହୋଇଥିଲେ ଏହି ବିଷୟରେ ତାଙ୍କୁ ଭାବିବାର ଥିଲା ।ବାହା ହେଲା ପରେ ତାଙ୍କ ଘର ଲୋକ ଏହି ବିଷୟରେ କଣ କହିବେ।ତାପରେ ବ୍ୟକ୍ତି ଜଣଙ୍କ କିଛି କହିନଥିଲେ। ତାପଶ୍ଵନୀଙ୍କ ବାପା ଫୋନ କଲ୍ କୁ କାଟିଦେଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top