ଭାଇରାଲ ଭିଡିଓ

ଜୀବନ ନେଇଗଲା ଯବାନ ପ୍ରେମିକ ଭରସା ବଦଳରେ ପ୍ରତାରଣା ର ସାଙ୍ଘାତିକ ଚିତ୍ର ଦେଖନ୍ତୁ Exclusive Visual

ସାମ୍ନାକୁ ଆସିଛି ଗଳିତ ଶ-ବ ପଛର କାହାଣୀ।ଭଲ ପାଇ ବାହା ହେବାରେ ବିଫଳ ହେବାରୁ ପ୍ରେମିକ ହ-ତ୍ୟା କରିଥିଲେ।ଏହି ବାହାଘର ଟି ଯୌତୁକ ପାଇଁ ଭାଙ୍ଗି ଯାଇଥିଲା।

ସେ ଯୌତୁକ ରେ ତିରିଶି ଲକ୍ଷ ଟଙ୍କା ମାଗିଥିଲେ।ଯବାନ ପ୍ରେମିକ ରାଗରେ ବଶବର୍ତ୍ତୀ ହୋଇ ପ୍ରେମିକା କୁ ହ-ତ୍ୟା କରିଥିଲେ

ପ୍ରେମ ବାହାଘର ପାଇଁ ଝିଅ ଓ ପୁଅ ଘରର ଲୋକମାନେ ସମସ୍ତେ ରାଜିଥିଲେ।କିନ୍ତୁ ଯବାନ ପୁଅ ର ମା ଯୌତୁକରେ ଦାବି କରିଥିଲେ ତିରିଶି ଲକ୍ଷ ଟଙ୍କା।

ଯେଉଁ ଅଜଣା ଗଳିତ ଶ-ବକୁ ସାତ ଦିନ ତଳେ ଉଦ୍ଧାର କରିଥିଲେ ବଲାଙ୍ଗୀର ପୋଲିସ।ସେହି ଶବର କାହାଣୀ ଆଜି ସାମ୍ନାକୁ ଆସିଛି।

ଡିସେମ୍ବର ୯ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାର ସୁଣ୍ଢି ମୁଣ୍ଡା ଗାଁ ରୁ ଜଣେ ଯୁବତୀଙ୍କ ଗଳୀତ ଶ-ବ ପାଇଥିଲେ।ତଦନ୍ତ କରି ସାରିଲା ପରେ ଜଣା ପଡିଛି ମୃ-ତ ଯୁବତୀ ଜଣଙ୍କ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରର ଦୁର୍ଗା ସାହୁଙ୍କ ଝିଅ ସୁର୍ଯ୍ୟକାନ୍ତୀ ବୋଲି ଜଣାପଡିଛି।

 

Leave a Reply

Your email address will not be published. Required fields are marked *