ଭାଇରାଲ ଭିଡିଓ

ମହିଳା ଜଣଙ୍କ ମାଙ୍କଡ ସହ କରୁଛନ୍ତି ଏମିତି କାମ ଦେଖିଲେ ଆଶ୍ଚର୍ୟ୍ଯ ହେବେ Viral video

ସୋସିଆଲ ମିଡିଆରେ ପ୍ରତିଦିନ କେତେ କଣ ଭାଇରାଲ ହୋଇଥାଏ । ସେହି ମଧ୍ୟରୁ ଆଜିର ଭିଡିଓ ଟି । ଆଜିର ଭିଡ଼ିଓରେ ଆଲୋଚନା ର ବିଷୟ ହେଇଚି ଜଣେ ମହିଳା ଏବଂ ଅନ୍ୟ ଜଣେ ମାଙ୍କଡ ଙ୍କ ବିଷୟରେ ।

ମହିଳା ଜଣଙ୍କ ମା ପରି ମାଙ୍କଡ ଛୁଆର ଯତ୍ନ ନେଉଥିବା ବେଳେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ୍ ହୋଇଛି । ମଣିଷ ମାଙ୍କଡ ମଧ୍ୟରେ ସମ୍ପର୍କ ଉତ୍ତମ ହୋଇପାରେ ବୋଲି ସେ ପ୍ରମାଣ କରିଛନ୍ତି ।

ମାଙ୍କଡ ଛୁଆ ଙ୍କୁ ଖାଇବା ପିଇବାକୁ ଦେବା ସହ ତାଙ୍କ ଯତ୍ନ ନିଅନ୍ତି ମହିଳା । ସେମାନେ ତାଙ୍କୁ ଗେଲରେ କାମୁଡି ଦେଲେ ମହିଳା ମଧ୍ୟ ତାଙ୍କ ସହ ଠିକ୍ ସେହିପରି ଗେଲ ରେ କାମୁଡି ଦିଅନ୍ତି ।

ତାଙ୍କ ଖାଇବା ପିଇବା ଠିକ୍ ଭାବରେ ବୁଝିବା ସହ ତାଙ୍କର ପ୍ରତ୍ୟେକ ଟି କଥା କୁ ବୁଝି ଥାନ୍ତି ମହିଳା । ସତେ ଯେମିତି ନିଜ ପୁଅ ଝିଅଙ୍କ କଥା ବୁଝୁଛନ୍ତି ଏବଂ ତାଙ୍କର ପ୍ରତ୍ୟେକ କଥା ଜାଣିପାରୁଛନ୍ତୁ । ଏହି ଭିଡିଓ ଟି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *