Devotional

ଓଡ଼ିଶାକୁ ମାଡ଼ି ଆସୁଛି ବଡ଼ ବିପଦ, କେହି ପାଇବେନି ରକ୍ଷା,ମାଳିକା ରେ ଲେଖା ହେଇଛି ଏପରି ଭୟଙ୍କର କଥା..

 

ନମସ୍କାର ପାଠକ ବନ୍ଧୁ।୨୦୨୪ ରେ ଆସିବ କି ମହା ପ୍ରଳୟ।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଗଲାଣି।ଅଚ୍ୟୁତାନନ୍ଦ ଙ୍କ ମାଳିକା ରେ ଏହି ବର୍ଷ କୁ ନେଇ ଅନେକ କଥା ଆଲୋଚନା କରା ଯାଇଛି।ଏହି ୨୦୨୪ ବର୍ଷ ଟି ଓଡ଼ିଶା ପାଇଁ ଅନେକ ବିପଦ ନେଇ ଆସିବ।

ଯାହାକି ସାଧାରଣ ଲୋକ ଙ୍କ ପାଇଁ ବିପଦ ଆଣିବ।ଆପଣ ମାନେ ଜାଣି ଥିବେ ୨୦୨୩ କେତେ ଲୋକ ଙ୍କୁ କନ୍ଦାଇ ଦେଇ ଯାଇଛି।ବହୁ ଲୋକ ଙ୍କ ଧନ ଜୀବନ ନଷ୍ଟ କରି ଦେଇଚି।

୨୦୨୩ ମସିହା ରେ ହୋଇ ଥିବା ବାହାନଗା ରେଳ ଦୁର୍ଘଟଣା ବିଷୟ ରେ ଆପଣ ମାନେ ସମସ୍ତେ ଜାଣି ଥିବେ।ଏଥିରେ ଶହ ଶହ ଲୋକ ମୃ-ତ୍ୟୁ ବରଣ କଲେ।ଯାହାକି ଓଡ଼ିଶା ପାଇଁ ବହୁତ ବଡ ଦୁଃଖ ର ବିଷୟ ଥିଲା।

ଏବେ ପୁଣି ଥରେ ଓଡ଼ିଶା ପାଇଁ ବଡ ବିପଦ ଆସିବାକୁ ଯାଉଛି।ମାଳିକା ରେ ଲେଖା ଯାଇଛି ୨୪ ଅଙ୍କ ରେ ଓଡ଼ିଶା ରେ ଜଳ ପ୍ରଳୟ ଘଟିବ।ଅନେକ ପ୍ରକାର ଅଶୁଭ ଘଟଣା ଏବେ ଘଟି ସାରିଛି।ଆଗକୁ ମଧ୍ୟ ଆହୁରି ବିପଦ ଘଟିବ।

କୁହା ଯାଉଥିଲା ୨୦୧୨ ମସିହା ରେ ପୃଥିବୀ ଧ୍ଵଂସ ହେବ।ହେଲେ କେବଳ ମହା ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଏତେ ବଡ ବିପଦ ରୁ ସମସ୍ତେ ସେ ସମୟ ରେ ରକ୍ଷା ପାଇ ଯାଇ ଥିଲେ।ହେଲେ ଏବେ ଦୁନିଆ ରେ ପାପ ର ମାତ୍ରା ବଢି ବଢ଼ି ଚାଲିଛି।

ଭଗବାନ ଆଉ ଏ ଲୋକ ଙ୍କ ଡାକ ଶୁଣିବେ ନାହିଁ।କେତେବେଳେ ଶ୍ରୀ ମନ୍ଦିର ଭିତରେ ରକ୍ତ ର ଛିଟା ଲାଗୁଚି ତ କେତେବେଳେ ପ୍ରଭୁ ଜଗନ୍ନାଥ ଉପାସ ରହୁଛନ୍ତି।ଏତେ ସବୁ ପାପ ଏହି ଦୁନିଆ ରେ ଘଟି ଚାଲିଛି।

ଏବେ ସବୁ ଅଜବ ଅଜବ ଘଟଣା ଦେଖିବାକୁ ମିଳୁଛି। ଶୀତ ଋତୁ ରେ ଶୀତ ନ ହୋଇ ଗରମ ବଢିବାରେ ଲାଗୁଛି।ଶ୍ରାବଣ ମାସ ରେ ବର୍ଷା ନ ହୋଇ ଭୂମି ଫାଟି ଯାଉଛି।

ଏତେ ସବୁ ଘଟଣା ରୁ ଜଣା ପଡ଼ୁଚି କି ମାଳିକା କଥା ସତ ହେବାକୁ ଯାଉଛି।୨୦୨୪ ମସିହା ଓଡ଼ିଶା ପାଇଁ ଆହୁରି ଭୟଙ୍କର ସାବ୍ୟସ୍ତ ହେବ ବୋଲି ଜଣା ପଡ଼ୁଚି।ଏବେ ଦେଖିବାକୁ ବାକି ରହିଲା ଏଥିରୁ ସାରା ବିଶ୍ଵବାସୀ କିପରି ମୁକ୍ତି ପାଉଛନ୍ତି।

Leave a Reply

Your email address will not be published. Required fields are marked *