Devotional

ଏହି ଗାଆଁରେ ଖାଲି ଝିଅ ବାହା ହେବାକୁ ମିଳୁନି ପୁଅ,ମହିଳା ମାନେ କହୁଛନ୍ତି ଆମକୁ ସ୍ୱାମୀ ଦରକାର!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଯାହା ଖବର ପାଇବେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ମନରେ ଅନେକ କଥା ଆଣିବା ସହ

ଆପଣମାନେ ଏହି ଖବର ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ । ଦୁନିଆରେ ଏଭଳି ଏକ ଗାଁ ଅଛି ଯେଉଁଠାରେ କି ଝିଅମାନେ ବିବାହ କରିବାକୁ ଚାହାଁନ୍ତି କିନ୍ତୁ ସେମାନଙ୍କୁ ବର ମିଳେ ନାହିଁ । ଏହି ଦୁନିଆରେ ଅନେକ ପ୍ରକାରର ଅଜବ ଘଟଣା ଘଟିଥାଏ ।

ପ୍ରତ୍ୟେକ ଦିନ ଅଜବ ଘଟଣା ଘଟିଥାଏ । ଆପଣ କେବେ ବି ଏଭଳି ଗାଁ ବିଷୟରେ ଶୁଣି ନଥିବେ ଏହି ଖବର ହେଉଛି କି ଏମିତି ଏକ ଗାଁ ଅଛି ଯେଉଁ ଗାଁରେ ଝିଅମାନେ ବିବାହ କରିବାକୁ ଚାହିଁଲେ ମଧ୍ୟ ତାଙ୍କୁ ପୁଅ ମିଳନ୍ତି ନାହିଁ ।

ଏମିତି ଏକ ଗାଁ ଅଛି ଯେଉଁ ଗାଁରେ ପୁଅଙ୍କ ସଂଖ୍ୟା କମ୍ ଆଉ ଝିଅଙ୍କ ସଂଖ୍ୟା ଅଧିକ ଅଟେ । ସିରିଆ ବ୍ୟତୀତ ଆଉ ଏକ ଦେଶ ରହିଛି ଯେଉଁଠାରେ ଝିଅମାନେ ବାହା ହେବାକୁ ଅନେକ ସ୍ବପ୍ନ ଦେଖିଥାଆନ୍ତି କିନ୍ତୁ ତାଙ୍କୁ ପୁଅ ମିଳନ୍ତି ନାହିଁ ।

ବ୍ରାଜିଲ ଦେଶର ବେନୟୁବା ନାମକ ଏକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ରାଜିଲ ଅଞ୍ଚଳର ଏହି ଗାଁରେ ୧୮ ରୁ ୩୦ ବର୍ଷର ଯୁବତୀ ଭରପୁର ଅଛନ୍ତି କିନ୍ତୁ ଏହି ଗାଁରେ ପୁଅ ସଂଖ୍ୟା କମ୍ ଅଟେ । ଏହି ଗାଁରେ ୬୦୦ ଜଣ ଝିଅ ଅଛନ୍ତି ।

ଆଉ ସେମାନଙ୍କ ମଧ୍ୟରୁ ୩୦୦ ଜଣ ଅବିବାହିତ ଅଟନ୍ତି । ଏହି ୩୦୦ ଜଣ ଯୁବତୀଙ୍କୁ ବିବାହ କରିବା ପାଇଁ ପୁଅ ମିଳୁ ନାହାଁନ୍ତି । ଏହି ଗ୍ରାମରେ ଝିଅମାନଙ୍କ ଭାଗ୍ୟରେ କୁଆଁରୀ ପୁଅଙ୍କୁ ବିବାହ କରିବା ଲେଖା ହୋଇ ନାହିଁ । ଏହି ଯୁବତୀ ମାନେ ବିବାହ କରିଥିବା ଯୁବକମାନଙ୍କୁ ବିବାହ କରିଥାନ୍ତି ।

ସେମାନେ ନିଜ ଗାଁ ଛାଡି ଅନ୍ୟ ଦେଶରେ ବିବାହ କରିବାକୁ ଚାହୁଁ ନାହାଁନ୍ତି । ମହିଳା ମାନଙ୍କର ସର୍ତ୍ତ ରହିଥାଏ କି ସେମାନେ ଯେଉଁ ପୁଅଙ୍କୁ ବିବାହ କରିବେ ସେମାନେ ତାଙ୍କ ଗାଁରେ ରହିବେ ଆଉ ଏହି ସର୍ତ୍ତରେ ପୁଅମାନେ ରାଜି ହୁଅନ୍ତି ନାହିଁ ।

ଏହି ଗାଁରେ ମହିଳାମାନେ ସବୁ କାର୍ଯ୍ୟ କରିଥାନ୍ତି । ଚାଷ, ରୋଷେଇ ଇତ୍ୟାଦି ସବୁ କାମ ମହିଳାମାନେ କରିଥାନ୍ତି । ଏହି ଗ୍ରାମକୁ ଜଣେ ମହିଳା ସୃଷ୍ଟି କରିଥିଲେ । ୧୮୯୧ ମସିହାରେ ମାରିଆ ନାମକ ଯୁବତୀଙ୍କୁ ଘରୁ ବାହାର କରି ଦେଇଥିଲେ । ଆଉ ଏହାପରେ ସେ ଏହି ଗାଁ ତିଆରି କରିଥିଲେ ।

Leave a Reply

Your email address will not be published. Required fields are marked *