ଭାଇରାଲ ଭିଡିଓ

ଯେତେବେଳେ କୋର୍ଟ କୁ ଆସିଲେ ସ୍ଵୟଂ mahadev ଦେଲେ ଭକ୍ତ ଙ୍କ ସାକ୍ଷୀ ଦେଖନ୍ତୁ ଭିଡିଓ

ବୃନ୍ଦାବନରେ ଏକ ସନ୍ଥ ରହୁଥିଲେ।ସେ ସନ୍ଥଙ୍କୁ ଲୋକମାନେ ଜର୍ଜ ସାହେବ୍ ଡାକୁଥିଲେ କାରଣ ସେ ପ୍ରଥମେ ଜର୍ଜ ଥିଲେ। ଜିଲ୍ଲାର ଏକ ଗାଁ ରେ କେଉଟ ରହୁଥିଲେ ଯିଏ କି ଭଗବାନ ଶିବଙ୍କ ର ପରମ ଭକ୍ତ ଥିଲା।

କେଉଟ ର ବାପା ତାଙ୍କୁ କହିଲେ ଭଉଣୀ ର ବାହାଘର କରିବ ବୋଲି,ଜମିଦାରୀ ଙ୍କ ପାଖରୁ ଟଙ୍କା ଆଣି କିଛି ମାସ ଭିତରେ ଭଉଣୀର ବାହାଘର କରିଲେ।ଓ ପଇସା ସବୁ ସୁଜି ଦେବେ ବୋଲି କହିଥିଲେ।ତାପରେ କେଉଟ ଜଣଙ୍କ ସହର ରେ କାମ କରି ପଇସା ଆଣି ବାପାଙ୍କୁ ଦେଇ କହିଲେ ଜମିଦାର ଙ୍କୁ ନେଇ ଦେଇଦିଅ।

ପଇସା କେଉଟ ଟି ଫେରେଇ ବାକୁ ଗଲା ଏବଂ ଜମିଦାର ଗୋଟେ କାଗଜ ରେ ଲେଖିଲେ ଯେ ମୋର ସବୁ ପଇସା ଚୁକ୍ତ କରିଦେଇଛନ୍ତି। ଓ ଦେଖିବା ପାଇଁ କହିଲେ କିନ୍ତୁ କେଉଟ କହିଲେ ମୋର ବିଶ୍ୱାସ ଅଛି ଦେଖିବାର ନାହିଁ।

ଜମିଦାର ଏସବୁ ଦେଖି ଭାବିଲେ ଇଏ ବହୁତ୍ ସରଳ ଆହୁରି ବେଶୀ ପଇସା ନେଇଯିବି ବୋଲି ସେଥିପାଇଁ ଆଉ ଗୋଟେ କାଗଜରେ ପଇସା କିଛି ଦେଇ ନାହିଁ ବୋଲି ଲେଖିଦେଲେ।ଏବଂ ତା ପରଦିନ ଜମିଦାର ବାବୁ କେଉଟ ଘରକୁ କାଗଜ ପଠେଇ କହିଲେ ପଇସା ଯଦି ନ ସୁଜିବ ତାହେଲେ ମୁଁ କୋର୍ଟରେ କେସ କରିବି।

ତାପରେ କେସ ହେଲା ସେ କୋର୍ଟକୁ ଯିବା ପୂର୍ବରୁ ଶିବ ମନ୍ଦିର ଯାଇ ଦର୍ଶନ କରିଲେ।କୋର୍ଟରେ ସେ କହିଲେ ମୁଁ ପଇସା ଦେଇଛି ଏବଂ ମୋ ଶଙ୍କର ଭଗବାନ ହିଁ ଜାଣିଛନ୍ତି।

ଓକିଲ ଭାବିଲେ ସେ ଜଣେ ଲୋକଙ୍କ କଥା କହୁଛନ୍ତି ବୋଧେ ସେଥିପାଇଁ ପୋଲିସ ମାନଙ୍କୁ କହିଲେ ଶଙ୍କର ଙ୍କୁ କହିବ କୋର୍ଟରେ ହାଜର ହେବେ ବୋଲି।

ଏବଂ ସେହି ଦିନ ଆସିଲା ୩ ଥର ଶଙ୍କର ଜି ହାଜର ହୋ ରେ ଆସିଲେ ନାହିଁ କିନ୍ତୁ ୪ ଥର କହିଲା ପରେ ଜଣେ ବୁଢ଼ା ଲୋକ ସେ କୋର୍ଟ କୁ ଆସିଲେ।ତାଙ୍କୁ ଯେତେବେଳେ ପଚରଗଲା କେଉଟ ପଇସା ଦେଇଥିଲା ବେଳେ ଆପଣ ଥିଲେ ଓ ସେ ପଇସା ଦେଇଥିବାର ଆପଣ ଦେଖିଛନ୍ତି।

ବୃଦ୍ଧ ଲୋକଟି କହିଲେ ହଁ ଦେଖିଛି।ପ୍ରମାଣ ରେ କହିଲେ ଜମିଦାରୀ ତାଙ୍କ ଆଲ୍ମିରାରେ ଗୋଟେ ପୁସ୍ତକ ଭିତରେ ସତ ଲେଖା କାଗଜଟି ରଖିଛନ୍ତି।

 

ଜମିଦାର ଘରକୁ ଗଲେ ଓ ସେଇ ପୁସ୍ତକଟି ଆଣି ଦେଲେ।ଓକିଲ ଜଣଙ୍କ କହିଲେ ତୁମେ ତୁମ ଘରକୁ ଜାଓ।ଓକିଲ ଜଣଙ୍କ ମନ୍ଦିର ରେ ଯାଇ ଦେଖିଲେ ସେ ବୃଦ୍ଧ ବ୍ୟକ୍ତି ଯେମିତି ଦେଖା ଯାଉଥିଲେ ଠିକ୍ ମୂର୍ତ୍ତି ଟି ମଧ୍ୟ ଦେଖା ଯାଉଛି ଦେଖି ଆଶ୍ଚଯ୍ୟା ହୋଇଗଲେ।ସେହି ଦିନ ଠୁ ଜର୍ଜ ନମସ୍କାର ହୁଅନ୍ତି ଓ ମନ୍ଦିର ସାମ୍ନାରେ ଛିଡ଼ା ହୁଅନ୍ତି।

Leave a Reply

Your email address will not be published. Required fields are marked *