Ollywood

ବିବାହ ବନ୍ଧନରେ ବାନ୍ଧି ହେଲେ lipsha mishra ଆଲବମ ହିରୋ Bulu ଙ୍କୁ କଲେ ବିବାହ ଦେଖନ୍ତୁ ବାହାଘର ଭିଡ଼ିଓ

ବିବାହ ବନ୍ଧନରେ ବାନ୍ଧିହେଲେ ଲିପ୍ସା ମିଶ୍ର l ଆଲବମ ହିରୋ ବୁଲୁଙ୍କୁ କଲେ ବିବାହ l ସୋସିଆଲ ମିଡିଆରେ ବୁଲୁ ଏବଂ ଲିପ୍ସା ଙ୍କ ବାହାଘର ଫୋଟ ଭାଇରଲ ହେବାରେ ଲାଗିଛି l

ବାହାଘର ବେଦିରେ ଲିପ୍ସା ମିଶ୍ର ଏବଂ ବୁଲୁ ଙ୍କ ଫୋଟଟି ଲିପ୍ସା ତାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସେଆର କରିଥିଲେ l ଠିକ ସେହିପରି ଆଲବମ ହିରୋ ବୁଲୁ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏହି ପୋଷ୍ଟି ଟିକୁ ସେଆର କରିଥିଲେ l

କିନ୍ତୁ ଆଶ୍ଚର୍ଯ୍ୟର କଥାଯେ ଦୁହେଁ ବିବାହିତ ବୋଲି କୌଣସିମତେ ଉଲେଖ କରିନଥିଲେ ବାସ ଫୋଟ ଗୁଡିକ ସେଆର କରିଥିଲେ l ଫୋଟ ଗୁଡିକ ଦେଖି ଅନେକ ଲୋକ ତାଙ୍କୁ ବିବାହ ପାଇଁ ସୁଭେତ୍ସା ଦେଇଥିଲେ ତ ଅନ୍ୟକେହି ଏହାକୁ ବିବାହ ବୋଲି ମାନିନଥିଲେ l

ଏହି ଦୃଶ୍ୟ କୌଣସି ଫିଲ୍ମ କିମ୍ଵା ଆଲବମ ର ସୁଟିଙ୍ଗ ବେଳର ଫୋଟ ବୋଲି କମେଣ୍ଟ କରିଥିଲେ l ଲିପ୍ସା ମିଶ୍ର ଜଣେ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଇଣ୍ଡଷ୍ଟ୍ରି ର ସଫଳତମ ଅଭିନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l

ଆଲବମ ହିରୋବୁଲୁ ମଧ୍ୟ ଅଲିଉଡ ଦୁନିଆରେ ଜହ୍ନରେ ଯାଗା କିଣିବା ଗୀତ ଠାରୁ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି l ଲିପ୍ସା ଏବଂ ବୁଲୁଙ୍କୁ ଆଗରୁ କେବେ ପରସ୍ପର କୁ ଡେଟ କରାଯାଉଥିବାର ଦେଖିବାକୁ ମିଳିନଥିଲା ତେଣୁକରି ଏହାକୁ ବାସ୍ତବରେ ବିବାହ ବୋଲି ସମସ୍ତେ ଭାବିବାପାଇଁ କୁଣ୍ଠାବୋଧ କରିଛନ୍ତି l

ଏବଂ ଆଗକୁ ଲିପ୍ସା ଏବଂ ବୁଲୁ ସୋସିଆଲ ମିଡିଆରେ କଣ ନୂଆ ଅପଡେଟ ଦେଉଛନ୍ତି ତାହା ଜାଣିଲା ପରେ ହିଁ ତାଙ୍କ ଫ୍ୟାନ ମାନେ ବିଶ୍ୱାସ କରିବେ ବୋଲି ଆଲୋଚନା ହୋଇଛି l ଆପଣ ଏହି ଭିଡ଼ିଓ ଦେଖନ୍ତୁ ଆପଣଙ୍କୁ ଏ ବାହାଘର ବାସ୍ତବରେ କଣ ଲାଗୁଛି ଆମକୁ କମେଣ୍ଟ କରନ୍ତୁ l

Leave a Reply

Your email address will not be published. Required fields are marked *