ସରିଲା ମେହେନ୍ଦି ଦେଖନ୍ତୁ Lipsha mishra ଙ୍କ ମେହେନ୍ଦି ରସମର ସମ୍ପୂର୍ଣ ଭିଡ଼ିଓ Ollywood

ଲିପ୍ସା ମିଶ୍ର ଙ୍କ ବାହାଘର ବୁଲୁଙ୍କୁ ହେବ କି ନାହିଁ ତାହା ନେଇ ସମସ୍ତଙ୍କ ମନରେ ସସ୍ପେନ୍ସ ରହିଥିବା ବେଳେ ବର୍ତ୍ତମାନ ଲିପ୍ସା ମିଶ୍ରଙ୍କ ଭିଡ଼ିଓ ଭାଇରଲ ହେବାରେ ଲାଗିଛି l

ଯେଉଁଥିରେ ପ୍ରତ୍ୟକ ଫୋଟ ଏବଂ ଭିଡ଼ିଓ ରେ ଲିପ୍ସା ଙ୍କ ସହ ଅଛନ୍ତି ଆଲବମ ହିରୋ ବୁଲୁ l ବୁଲୁ ମଧ୍ୟ ଅବିବାହିତ ଏବଂ ଲିପ୍ସା ମିଶ୍ର ମଧ୍ୟ ଅବିବାହିତ ତେଣୁକରି ଦର୍ଶକ ମାନେ ମଧ୍ୟ ଦୁହିଁଙ୍କ ଯୋଡିଙ୍କୁ ଖୁବ ପସନ୍ଦ କରିଛନ୍ତି l

ଲିପ୍ସା ମିଶ୍ର ଙ୍କ ବାହାଘର ସମ୍ପର୍କରେ କେବେ ସେ ଆସି ନିଜେ ସୋସିଆଲ ମିଡିଆରେ ପ୍ରକାଶ କରିବେ ତାହା ଦର୍ଶକ ମାନେ ଆପେକ୍ଷା କରି ରହିଛନ୍ତି l

ବର୍ତ୍ତମାନ ଲିପ୍ସା ଏବଂ ବୁଲୁଙ୍କ ଏହି ଭିଡ଼ିଓ ଭାଇରଲ ହେଉଥିବା ବେଳେ ଦୁହିଁଙ୍କ ମଧ୍ୟରୁ କୌଣସି ସୂଚନା ମିଳିନାହିଁ l

ଫ୍ୟାନ ମାନେ ଆଶା ରଖିଛନ୍ତି ଖୁବ ଶୀଘ୍ର ଲିପ୍ସା ତାଙ୍କ ଆଡୁ ସତ ପ୍ରକାଶ କରିବେ ବୋଲି l ମେହେନ୍ଦୀ ପାଇଁ ଫୋଟ ସୁଟ ହୋଇଥିବା ବେଳେ ପ୍ରତ୍ୟକ ଫୋଟୋରେ ଲିପ୍ସା ମିଶ୍ର ଏବଂ ବୁଲୁ ଙ୍କ ଜବରଦସ୍ତ ଫୋଟ ସୁଟ ହୋଇଛି ବୋଲି ଦେଖା ଯାଇଛି l

Leave a Comment

Your email address will not be published. Required fields are marked *

Scroll to Top