ତପସ୍ଵିନୀ ଙ୍କ ଭାଇରାଲ କଲ୍ ରେକର୍ଡ଼ ,ମୋ life , ମୋ ଇଚ୍ଛା ,ଶୁଣନ୍ତୁ

କିଛି ଦିନ ତଳେ ସୁମିତ ଙ୍କ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।କିନ୍ତୁ ପୁଣି ତପଶ୍ଵନି ଓ ଡାକ୍ତର ସୁମିତ ଙ୍କ ଫୋନରେ କଥା ହୋଇଥିବା ଅଡିଓ ଏବେ ସୋସିଆଲ ମିଡିଆରେ ଭାଇ ରଲ୍ ହେବାରେ ଲାଗିଛି। ତପଶ୍ଵନି ଙ୍କ ଯାହା ଇଛା ତାହା କହିଛନ୍ତି

ଡାକ୍ତର ସୁମିତ ଓ ତପସ୍ୱିନୀ ଫୋନ ରେ କଥା ହୋଇଥିବା ଅଡିଓ ଭାଇରାଲ ହେବାରେ ଲାଗିଛି।ଜାଣନ୍ତୁ କଣ କଥା ହୋଇଥିଲେ। ତପଶ୍ୱନି କହିଛନ୍ତି ସେ ବୁଡିଲେ ବୁଡିବେ କିନ୍ତୁ ସମସ୍ତଙ୍କୁ ନେଇକି ବୁଡ଼ିବେ।ଏଇଟା ତୁମର ପ୍ରକୃତି ସମସ୍ତଙ୍କୁ ବୁଡେଇବା।ଏଇଟା ତୁମ ଜନ୍ମ ଗତ ପ୍ରକୃତି ବୋଲି ସୁମିତ କହିଛନ୍ତି।

ହଁ ,ଏଇଟା ମୋ ପ୍ରକୃତି।ମତେ କେହି ବି ରୋକି ପାରିବେ ନାହିଁ।ସ୍ବାମୀ ନାହିଁ,ପ୍ରକୃତି ନାହିଁ,ବାପା ନାହିଁ,ମା ନାହିଁ ।ମୁଁ ଯେବେ ବହାରିବି ଯିବି,ମତେ ଯିଏ ରୋକିବାକୁ ଚେଷ୍ଟା କରିବ ବାପା ମା ଧରି ଗାଳି ଦେବେ। ଏଇଟା ତୁମ ପ୍ରକୃତି ମୁଁ ଜାଣିଛି।ମତେ ଛାଡ଼ପତ୍ର ଦିଅ କି ନ ଦିଅ।

ମୁଁ ଏସବୁ କୁ କେୟାର କରେନି।ସୁମିତ କହିଛନ୍ତି ଛାଡ଼ପତ୍ର ଦିଅ କଣ, ଛାଡ଼ପତ୍ର ତୁମେ କରିବ। ତପଶ୍ୱନି କହିଛନ୍ତି ତୁମେ ଯାହାକୁ ବାହା ହେବା କଥା ହୁଅ। ମୁଁ ବି କେତେ ଦିନ ରହିବି ବହାହେବି।ମୋ ଇଛା ହେବ ମୁଁ ଯାହା କରିବି।ମୋ ମନ ଯାହା ହେବ ମୁଁ ଡ୍ରେସ୍ ପିନ୍ଧିବି।ଏହିଭଳି ବହୁତ୍ କଥା ତପଶ୍ଵନି କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top