Special Report

ଲାଇଭ୍ ଆସି କାନ୍ଦିଲେ ଅଭିନେତ୍ରୀ ରାନୀ ପଣ୍ଡା,କହିଲେ ସବୁ ସରିଗଲା ଆଉ ମୋ ଜୀବନରେ କିଛି ନାହିଁ !

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତ ଆଉ ଏହାସହ ଯାତ୍ରା ଜଗତର ସବୁ ଖବର ପାଇ ପାରୁଥିବେ ।

ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ କାମକୁ ଆଉ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଅଟନ୍ତି । ଅଭିନେତ୍ରୀ ରାନୀ ପଣ୍ଡା ଅନେକ କଥା କହିଛନ୍ତି ।

ଅଭିନେତ୍ରୀ ରାନୀ ପଣ୍ଡା ଏହି ଭିଡିଓ ମାଧ୍ୟମରେ ଅନେକ କଥା କହିଛନ୍ତି । ଅଭିନେତ୍ରୀ ରାନୀ ପଣ୍ଡା ଜଣେ ପୁଅକୁ ଭଲ ପାଉଥିଲେ । ଉଭୟ ପରସ୍ପରକୁ ବହୁତ ଭଲ ପାଉଥିଲେ । ଆଉ ସେମାନେ ତାଙ୍କ ସମ୍ପର୍କରେ ଆଗକୁ ବି ବଢିଥିଲେ ।

ଅଭିନେତ୍ରୀ ରାନୀ ପଣ୍ଡା ତାଙ୍କ ପ୍ରେମିକ ଜଣଙ୍କୁ ବହୁତ ଭଲ ପାଉଥିଲେ । ଅଭିନେତ୍ରୀ ରାନୀ ପଣ୍ଡାଙ୍କ ପ୍ରେମିକ ତାଙ୍କୁ ଭଲ ପାଉଥିଲେ କିନ୍ତୁ ବିବାହ କରିବାକୁ ମନା କରିଥିଲେ । ଏହାପରେ ଏହି ଅଭିନେତ୍ରୀ ଜଣକ ଏହାର କାରଣ ତାଙ୍କୁ ପଚାରିଥିଲେ ।

ଅଭିନେତ୍ରୀ ରାନୀ ପଣ୍ଡାଙ୍କ ପ୍ରେମିକ ତାଙ୍କୁ ବିବାହ ନକରି ଘର ଇଚ୍ଛାରେ ବିବାହ କରିବେ ବୋଲି କହିଲେ । ତାଙ୍କ ଘରଲୋକ ଯେଉଁଠାରେ ଠିକ୍ କରିବେ ସେ ସେଠାରେ ବିବାହ କରିବେ ।

ଆଉ ଏଭଳି ଅନେକ କଥା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ପୁରୁଷ ବନ୍ଧୁ କହିଥିଲେ । ଏହାସହ ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ଅନେକ କଥା କହିଥିଲେ । ଏହାପରେ ପୁରୁଷ ବନ୍ଧୁ ଏଭଳି କହିବା ପରେ ରାନୀ ପଣ୍ଡା ତାଙ୍କୁ କହିଥିଲେ କି ଏତେ ବର୍ଷ ଭଲପାଇବା ପରେ ଏଭଳି କରିବା କଣ ଠିକ୍ ।

ଏହାପରେ ପୁରୁଷ ବନ୍ଧୁ କହିଥିଲେ ସେ ତାଙ୍କ ଘର ଲୋକଙ୍କ ଇଚ୍ଛାରେ ବିବାହ କରିବେ । ଏହାପରେ ରାନୀ ପଣ୍ଡା କହିଥିଲେ କି ହଉ ଠିକ୍ ଅଛି ବିବାହ କର । କିନ୍ତୁ ରାନୀ ପଣ୍ଡା ଜୀବନରୁ ଯିଏ ଚାଲିଯାଏ ସେ ସବୁଦିନ ପାଇଁ ଚାଲି ଯାଇଥାଏ ।

ବିବାହ ହେବା ପାଇଁ ପ୍ରତିଶ୍ରୁତି ଦେଇ ଏଭଳି ଧୋକା ଦେଇଥିଲେ ତାଙ୍କ ପୁରୁଷ ବନ୍ଧୁ । ରାନୀ ପଣ୍ଡାଙ୍କ ଜୀବନରୁ ଥରେ ଚାଲିଗଲେ ଆଉ କେବେବି ସେ ତାଙ୍କ ଜୀବନକୁ ଆସିପାରିବେ ନାହିଁ । ଏଭଳି ଅନେକ କଥା କହି ପୁରୁଷ ବନ୍ଧୁ ଅଲଗା ହୋଇଥିଲେ।

Leave a Reply

Your email address will not be published. Required fields are marked *