Special Report

କରୁଥିଲେ ଏପରି କାମ ଶେଷରେ ଧରା ପଡ଼ିଗଲେ ଅଭିନେତ୍ରୀ ଜ୍ୟାକଲିନ,ଘଟଣା ଜାଣିଲେ ପାଦ ତଳୁ ମାଟି ଖସିଯିବ !

 

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବଲିଉଡ ଅଭିନେତ୍ରୀ ଜ୍ୟାଙ୍କଲିନ ଫର୍ନାଡ଼ିଜ ଙ୍କୁ।ତାଙ୍କ ନାମ ବଲିଉଡ ରେ ଗୋଟିଏ ଜଣା ଶୁଣା ନାମ।ସେ ଫିଲ୍ମ ଆଲାଉଦ୍ଧିନ ରେ ବଲିଉଡ ରେ ଡେବ୍ୟୁ କରିଥିଲେ।

ପରେ ମର୍ଡର ଦୁଇ ରେ ସେ ବଲିଉଡ ରେ ଏଣ୍ଟ୍ରି କଲେ।ତାଙ୍କ ଫିଲ୍ମ କୁ ଲୋକ ମାନେ ଖୁବ୍ ପସନ୍ଦ କଲେ।ଏହି ଅଭିନେତ୍ରୀ ଜଣକ ଏବେ ଘରେ ଘରେ ପରିଚିତ।ସେ ତାଙ୍କ ଫିଲ୍ମ ମାଧ୍ୟମ ରେ ଲୋକ ଙ୍କ ନିକଟରେ ପରିଚିତ ହେଲେ।ଆଜି ତାଙ୍କ ନାମ ସାରା ଭାରତ ରେ ପରିଚିତ।

ଏହି ଅଭିନେତ୍ରୀ ଜଣକ ଜନ୍ମ ହୋଇଥିଲେ ଶ୍ରୀଲଙ୍କା ର କଲମ୍ୱୋ ସହର ରେ ।ପରବର୍ତ୍ତୀ ସମୟରେ ସେ ପାଠ ପଢ଼ିବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ।ସେଠାରେ ବହୁତ ଦିନ ରହିବା ପରେ ନିଜ ଦେଶ କୁ ଫେରି ଆସିଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ।

ସେ ସ୍ନାତକ ପାସ କଲା ପରେ ସାମ୍ବାଦିକ ହିସାବ ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।କିନ୍ତୁ ଏଥିରେ ସେ ଖୁସି ନ ଥିଲେ।ସେଥିପାଇଁ ମଡେଲିଙ୍ଗ ରେ ସେ ପ୍ରବେଶ କରିଥିଲେ।ପ୍ରଥମେ ପ୍ରଥମେ ଏଥିରେ ତାଙ୍କ ପରିବାର ରାଜି ହୋଇ ନ ଥିଲା।

ପରବର୍ତ୍ତୀ ସମୟ ରେ ସେ ଭାରତ କୁ ଚାଲି ଆସିଥିଲେ।ଧୀରେ ଧୀରେ ବଲିଉଡ ରେ ପ୍ରବେଶ କଲେ।ସେ ଆସିବା ସମୟ ରେ ତାଙ୍କ ବାପା ତାଙ୍କୁ ବାରଣ କରିଥିଲେ।କହିଥିଲେ କି ଭାରତ ହେଉଚି ଗୋଟିଏ ବହୁତ ବଡ ଦେଶ।ସେଠାରେ ତୁ ହଜି ଯିବୁ।

ସେତେବେଳେ ଜ୍ୟାଙ୍କଲିନ ଏକଥା କୁ ଶୁଣି ନ ଥିଲେ।ଏହା ପରେ ସେ ବଲିଉଡ ର ବିଭିନ୍ନ ଫିଲ୍ମ ରେ ଅଭିନୟ କରି ନିଜ ନାମ ରେ ପରିଚିତ ହୋଇଥିଲେ।ଏବେ ତାଙ୍କ ବାପା ଙ୍କ କଥା ତାଙ୍କର ବହୁତ ମନେ ପଡ଼ୁଚି।

ସେ ଏବେ ଶୁକେଶ ଚନ୍ଦ୍ର ଶେଖର ଙ୍କ ର ୨୦୦ କୋଟି ଟଙ୍କାର ଠକେଇ ମାମଲା ରେ ଫସି ଯାଇଛନ୍ତି।ତାଙ୍କ ଭୁଲ ନ ଥାଇ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରା ଯାଇଚି।ସେଥିପାଇଁ ଜ୍ୟାଙ୍କଲିନ ମୁମ୍ବାଇ କୋର୍ଟ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ତାଙ୍କ କହିବା ଅନୁଯାୟୀ ଶୁକେଶ୍ ଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ।ତାଙ୍କ ଠାରୁ ସେ କିଛି ବି ଟଙ୍କା ଆଣି ନାହାନ୍ତି।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।ଏବେ ଦେଖିବାକୁ ବାକି ରହିଲା ତାଙ୍କୁ କେବେ ନ୍ୟାୟ ମିଳୁଛି।

Leave a Reply

Your email address will not be published. Required fields are marked *