ରାଜ୍ୟ ଖବର

ପ୍ରେମୀ ଯୁଗଳ ଙ୍କ ଅନ୍ୟ ସାଙ୍ଗ ରୁମୁ ରେ ରୋମାନ୍ସ Secret Camera ରେ ରେକର୍ଡ ହେଲା ଦୃଶ୍ୟ ଦେଖନ୍ତୁ ଏହି ଭିଡ଼ିଓ

ଆଜିକାଲି ସମାଜରେ ସମସ୍ତେ ଜୀବନରେ ଥରେ ନା ଥରେ ପ୍ରେମ କରନ୍ତି । କିନ୍ତୁ ପ୍ରେମ କରି ଲୋକହସା ହେବା ମଧ୍ୟ ବହୁତ୍ କ୍ଷେତ୍ରରେ ଦେଖା ଯାଉଚି ।

ଆଜିର ଘଟଣା ଟି  ଠିକ୍ ସେମିତି । ଦୁହେଁ ପ୍ରେମୀ ଯୁଗଳ ନିଜର କୌଣସି ସାଙ୍ଗ କୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ପାଇଁ ଏକ ରୁମ୍ ର ବ୍ୟବସ୍ଥା କରିବା ପାଇଁ କହିଥିଲେ । ଏବଂ ସାଙ୍ଗ ଜଣଙ୍କ ମଧ୍ୟ ତାଙ୍କ ଚିହ୍ନl ଭିତରେ ଘରଟିଏ ଖୋଜିବାକୁ ଚେଷ୍ଟା କରିଥିଲେ ।

ଘର ମଧ୍ୟ ମିଳିଥିଲା ପ୍ରେମୀ ଯୁଗଳ ଘରକୁ ମଧ୍ୟ ଯାଇଥିଲେ ମାତ୍ର ଝିଅଟିର ବୁଦ୍ଧିମାନ କାର୍ଯ୍ୟ ପାଇଁ ସବୁକିଛି ଅନର୍ଥ ହେବାରୁ ବଂଚିଗଲେ ଦୁହେଁ ।

ଝିଅଟି କିଛି ଆରମ୍ଭ କରିବା ଆଗରୁ ରୁମ୍ ରେ ସିକ୍ରେଟ କ୍ୟାମେରା ଅଛି ନା ନାହିଁ ତାଙ୍କ ପ୍ରେମିକ କୁ କହି ଚେକ୍ କରିଥିଲେ । ଏବଂ ପ୍ରମିକ ମଧ୍ୟ ପ୍ରେମିକା ଙ୍କ ସମ୍ମାନ ରକ୍ଷା କରି ଚେକ୍ କରିଥିଲେ ଏବଂ ରୁମ୍ ରେ ସିକ୍ରେଟ କ୍ୟାମେରା ପାଇଥିଲେ ।

ଯାହା ଫଳରେ ସେମାନେ ଭୟଭୀତ ହୋଇ ସେଠାରୁ ପକାଇଥିଲେ । ଏବଂ ଏହି ଘଟଣାରୁ ଆମେ ଶିକ୍ଷା ପାଇଲେ ଯେ କୌଣସି ମତେ ଅଜଣା ବ୍ୟକ୍ତି ଙ୍କ ରୁମ୍ କୁ ଯିବା ନିରାପଦ ନୁହେଁ । ଦେଖନ୍ତୁ ଏହି ଭିଡିଓ – ।

Leave a Reply

Your email address will not be published. Required fields are marked *