ରାଜ୍ୟ ଖବର

Tapswini ଙ୍କ ପାଇଁ ଉଭା ହେଲେ ନାରୀ ଶକ୍ତି ଏଥର ନିଶ୍ଚିନ୍ତ ମିଳିବ ନ୍ୟାୟ ଦେଖନ୍ତୁ ରଣ ହୁଙ୍କାର ଦେଲା ନାରୀ ଶକ୍ତି Special report

ଆଗକୁ ବଢ଼ି ଚାଲିଛନ୍ତି ତପସ୍ୱିନୀ ସେଥିରେ ସାହାର୍ଯ୍ୟ ର ହାତ ବଢାଇଛନ୍ତି ତପସ୍ୱିନୀ ଙ୍କ ସହଯୋଗ କାରୀ । ବହୁତ୍ ସଂଘର୍ଷ କରି ତପସ୍ୱିନୀ ସ୍ବାମୀଙ୍କୁ ପାଇବାପାଇଁ ଚାହୁଁ ଥିବା ବେଳେ ସବୁ ନାରୀମାନେ ତାଙ୍କ ପାଇଁ ଦେଇଛନ୍ତି ରଣ ହୁଙ୍କାର

ଏଥର ବଞ୍ଚିପରିବେନି କେହି ଅନ୍ୟାୟୀ ମଣିଷ । ଏଥର ନିଶ୍ଚିନ୍ତ ତପସ୍ୱିନୀ ପାଇବେ ନ୍ୟାୟ । ଯେତେ ଚେଷ୍ଟା କରି ମଧ୍ୟ ସ୍ଵାମୀ ଙ୍କ ହୃଦୟ ଜିଣିପାରିଲେନି ତପସ୍ୱିନୀ ।

ଏଥିପାଇଁ ସେ ଗଭୀର ମର୍ମାହତ । ମାତ୍ର ବର୍ତ୍ତମାନ୍ ସୀତା ମା ଦୁର୍ଗା ଙ୍କ ରୂପରେ ଉଭା ହୋଇଛନ୍ତି ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ସେ ସଂଘର୍ଷ ଜାରି ରଖିବେ ।

ଘଟଣା ନେଇ ସ୍ଥାନୀୟ ଏଵଂ ବହୁତ୍ ଦୂର ଦୂର ରୁ ଲୋକ ଦଉଡ଼ି ଆସୁଛନ୍ତି ତାଙ୍କୁ ସହଯୋଗ କରିବା ପାଇଁ । ଦେଖନ୍ତୁ ନାରୀ ଶକ୍ତି ଙ୍କ ଭିଡ଼ିଓ-

 

Leave a Reply

Your email address will not be published. Required fields are marked *