ଭାଇରାଲ ଭିଡିଓ

ଏକା ସଙ୍ଗେ 4-4 ଟା Boyfriend ଙ୍କ ସହ ଫେରାର ହେଲା college ଛାତ୍ରୀ

ଉତ୍ତରପ୍ରଦେଶର ରାମପୁର ତାଣ୍ଡା ଅଞ୍ଚଳରେ ଜଣେ ବାଳିକା ୪ ପୁଅ ଙ୍କ ସହିତ ଫେରାର ହୋଇଯାଇଛନ୍ତି।ଓ ତାଙ୍କ ଭିତରୁ କାହାକୁ ବିବାହ କରିବେ ସେଥିପାଇଁ ବାଳିକା ଜଣଙ୍କ ଦ୍ଵନ୍ଦରେ ପଡ଼ିଥିଲେ।ଏବଂ କାହାକୁ ବିବାହ କରିବେ ବାଳିକା ଜଣଙ୍କ ସ୍ଥିର କରିପାରିନଥିଲେ।ଶେଷରେ ମାମଲା ଟି ପଞ୍ଚାୟତ କୁ ଯାଇଥିଲା।

ଏବଂ ସେଠାରେ ଲଟରି ଦ୍ଵାରା ନିଷ୍ପତି ନେବାକୁ ପଡ଼ିଥିଲା।ଏହି ମାମଲା ଟାଣ୍ଡା କୋଟୁଆଲି ର ଆଜେନ୍ଦ୍ର ନଗର ପୋଲିସ ଷ୍ଟେସନ ଅଞ୍ଚଳର ହୋଇଥିବା ବେଳେ ଏହା ଏବେ ସମଗ୍ର ଜିଲ୍ଲାରେ ହଲଚଲ ସୃଷ୍ଟି କରିଛି।ସୂଚନା ଅନୁସାରେ,୫ ଦିନ ପୂର୍ବରୁ ଝିଅଟି ଏହି ୪ ପୁଅଙ୍କ ସହିତ ଘରୁ ପଳେଇ ଆସିଥିଲେ।

ପୁଅମାନେ ଝିଅକୁ ୨ ଦିନ ପର୍ଯ୍ୟନ୍ତ ନିଜ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲେ।କିନ୍ତୁ ଏହା ପରେ ସମସ୍ତେ ଧରା ପଡି ଯାଇଥିଲେ।ବାଳିକା ଙ୍କ ପରିବାର ପୁଅ ମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଆରମ୍ଭ କରି ଦେଇଥିଲା ବେଳେ ଏହି ମାମଲା ପଞ୍ଚାୟତ କୁ ଯାଇଥିଲା।ପଞ୍ଚାୟତ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ।

କିନ୍ତୁ ଯେତେବେଳେ ଝିଅଟି କୁ ପଚରା ଗଲା ସେ କାହାକୁ ବାହା ହେବେ ସେ ଜାଣିପାରିଲେ ନାହିଁ।ଅନ୍ୟ ପକ୍ଷରେ ପୁଅମାନେ ମଧ୍ୟ ଝିଅଟି କୁ ବିବାହ କରିବାକୁ ପ୍ରସ୍ତୁତ ନଥିଲେ ।୪ ଜଣ ପୁଅଙ୍କ ମଧ୍ୟରୁ କେହି ଜଣେ ନିଜ ଇଛାରେ ଝିଅଟି କୁ ବିବାହ କରିବାକୁ ଚାହୁଁନଥିଲେ।କିନ୍ତୁ ପଞ୍ଚାୟତ ନିର୍ଦ୍ଦେଶରେ ଲଟରୀ ଦ୍ଵାରା ଏହି ବିବାହ ସ୍ଥିର କରାଯାଇଥିଲା।

Leave a Reply

Your email address will not be published. Required fields are marked *