Special Report

ମଦ ନିଶାରେ ସ୍ତ୍ରୀ ଭାବି ଖୁଡି ସହ ଖେଳ କରିଦେଲା ପୁତୁରା, ଖୁଡି କହିଲା ସେ ମୋର ସବୁ ସାରିଦେଲା!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ ।

ଆଜିକାଲି ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ସ୍ତ୍ରୀ ଥାଉ ଥାଉ ସେମାନେ ପର ସ୍ତ୍ରୀ ଉପରେ ନଜର ପକାଉଛନ୍ତି । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ ।

ଏହି ଖବର ହେଉଛି ଜନେ ଯୁବକ ବିବାହ କରିଥିଲେ । ସେ ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ସେ ବିବାହ କରିବା ପରେ ନିଜ ସ୍ତ୍ରୀ ପାଖରେ ରହିବା କଥା କିନ୍ତୁ ଏହି ଯୁବକ ଜଣକ ନିଜ ଖୁଡି ସହ ରହୁଥିଲେ ।

ଏହି ଯୁବକ ଜଣକ ସବୁଦିନ ମଦ ନିଶାରେ ନିଜ ଖୁଡି ପାଖକୁ ଯାଇ ଜୋର୍ ଜବରଦସ୍ତ କରୁଥିଲେ । ଖୁଡି ମାଆ ସମାନ କିନ୍ତୁ ଏହି ଯୁବକ ଜଣକ ତାହା ଭୁଲି ଯାଇଥିଲେ । ଆଉ ଏଭଳି କାମ କରୁଥିଲେ । ସବୁଦିନ ଏଭଳି କରୁଥିଲେ ।

ଏହି କାମ ତାଙ୍କ ସ୍ତ୍ରୀ ଜାଣି ପାରିଥିଲେ । ଆଉ ଏହାପରେ ହଠାତ୍ ଗୋଟିଏ ଦିନ ଏହି ଯୁବକ ଜଣକ ଦେଖା ଗଲେ ନାହିଁ । ସେ କୁଆଡେ ଗଲେ ତାଙ୍କୁ ସମସ୍ତେ ଖୋଜୁଥିଲେ । କିନ୍ତୁ ଏହି ଯୁବକ ଜଣକ ମଦ ପିଇ ଘରକୁ ଆସିଥିଲେ ଆଉ ହଠାତ୍ ହଜି ଯାଇଥିଲେ ।

ଖୋଜିଲା ପରେ ମଧ୍ୟ ପରିବାର ଲୋକେ ତାଙ୍କୁ ପାଇ ନଥିଲେ । ଏହାପରେ ଏହି ଯୁବକ ଜଣଙ୍କର ମୃ-ତଦେହ ଘର ପାଖରେ ମିଳିଥିଲା । ଏହାପରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣାକୁ ପୋଲିସ ତଦନ୍ତ କରି ଯାହା ସାମ୍ନାକୁ ଆଣିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଯୁବକ ଯାହାଙ୍କ ନାମ ହେଉଛି ତଲବ । ତାଙ୍କୁ ତାଙ୍କ ନିଜ ସ୍ତ୍ରୀ ତାର ଖୁଡି ସହିତ ମିଶି ଜୀବନରୁ ମାରି ଦେଇଛି ।

ଏହି ଯୁବକ ଜଣକ ସବୁବେଳେ ତାଙ୍କ ସ୍ତ୍ରୀକୁ ମାଡ ମାରୁଥିଲେ । ଏହି ଯୁବକ ଜଣଙ୍କ ଏଭଳି କାମ ପାଇଁ ସ୍ତ୍ରୀ ଜଣକ ଏଭଳି କରିଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଘଟଣା ରାଜସ୍ଥାନ ରାଜ୍ୟରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *