Devotional

ମାଡ଼ି ଆସୁଛି ଘୋର କଳିକାଳ, ସ୍ଵର୍ଗଦ୍ଵାରରେ ଜାଳି ଦେଲେ ନାବାଳିକାଙ୍କ ଜୀବନ୍ତ ଶରୀର…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭଦ୍ରକ ଜିଲ୍ଲା ଚାନ୍ଦାବାଲି ବ୍ଲକ ଅନ୍ତର୍ଗତ ପାକୁଳି ଗ୍ରାମର ସ୍ଵର୍ଣ୍ଣପ୍ରଭା ପଣ୍ଡା। ତାଙ୍କ ବୟସ ହେଉଛି ୩୪ ବର୍ଷ। ଘରେ ରହୁଛନ୍ତି ସ୍ବାମୀ ପ୍ରଫୁଲ୍ଲ କୁମାର ପଣ୍ଡା ଆଉ ୧୩ ବର୍ଷର ଝିଅ ରାକ୍ଷୀ। ସ୍ୱର୍ଣ୍ଣପ୍ରଭା ଏକ ପ୍ରାଇଭେଟ ବ୍ୟାଙ୍କରେ କ୍ଲର୍କ ଭାବରେ କାମ କରନ୍ତି।

ସ୍ଵର୍ଣ୍ଣପ୍ରଭାଙ୍କର ଠାକୁରଙ୍କ ଉପରେ ବିଶ୍ବାସ ନାହିଁ। କିନ୍ତୁ ଏହାର ବିପରୀତ ହେଉଛନ୍ତି ତାଙ୍କ ସ୍ଵାମୀ ପ୍ରଫୁଲ୍ଲ ଆଉ ତାଙ୍କ ଝିଅ ରାକ୍ଷୀ ସେ ଠାକୁରଙ୍କ ଉପରେ ବହୁତ ବିଶ୍ବାସ କରନ୍ତି। ନୂଆ ବର୍ଷରେ ସ୍ଵର୍ଣ୍ଣପ୍ରଭାଙ୍କ ପରିବାର ଲୋକେ ମିଶି ପୁରୀ ଯିବାକୁ ବାହାରିଲେ।

ଶନିବାର ଦିନ ସପରିବାର କାରରେ ପୁରୀ ବୁଲିବାକୁ ବାହାରିଲେ। ସପରିବାର ସହ ଶ୍ରୀମନ୍ଦିରରେ ପହଞ୍ଚିଲେ ସକାଳ ୧୦ଟାରେ। ସ୍ଵର୍ଣ୍ଣପ୍ରଭା ସେଦିନ ପ୍ରଥମଥର ପାଇଁ ସ୍ବାମୀଙ୍କ କଥା ରଖି ଠାକୁରଙ୍କୁ ଦର୍ଶନ କରିବାକୁ ଯାଇଥିଲେ।

କିନ୍ତୁ ପରିବାର କୋକେ କହିଥିଲେ ଏବେ ମନ୍ଦିରକୁ ନଯାଇ ଅନ୍ୟ ସ୍ଥାନ ଯିବା ଆଉ ଦ୍ୱିପହର ସମୟରେ ଶ୍ରୀମନ୍ଦିର ଯାଇ ଠାକୁର ଦର୍ଶନ କରିବା ଏବଂ ଅବଢ଼ା ପ୍ରସାଦ ଖାଇବା। ତାପରେ ସେମାନେ ସମସ୍ତେ ଲୋକନାଥ ପୀଠକୁ ଯାଇଥିଲେ ବୁଲିବା ପାଇଁ।

ତା’ପରେ ସମସ୍ତେ ଆସି ସ୍ଵର୍ଗଦ୍ଵାର ନିକଟରେ ପହଞ୍ଚିଥିଲେ। ସ୍ଵର୍ଣ୍ଣପ୍ରଭା ପୁରୀ ବେଳା ଭୂମିରେ ବୁଲିବା ସମୟରେ ତାଙ୍କ ସହ ଘଟିଲା ବିରାଟ ଦୁ-ର୍ଘ-ଟ-ଣା। କିଛି ସମୟରେ ସ୍ଵର୍ଣ୍ଣପ୍ରଭା ଦେଖିଲେ ତାଙ୍କ ପାଖରେ ତାଙ୍କ ଝିଅ ନାହିଁ। ଚାରିଆଡେ ଖୋଜିଲେ ମଧ୍ୟ ଝିଅକୁ ପାଇଲେ ନାହିଁ।

କିନ୍ତୁ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ କହିଲେ ତାଙ୍କ ଝିଅକୁ ସେ ଦେଖିଛନ୍ତି। ଏହାପରେ ତାଙ୍କ ଝିଅକୁ ଦେଖାଇ ଦେବେ କହିଲେ ସେହି ଯୁବକ। ଏହାପରେ ସେହି ଯୁବକ ତାଙ୍କୁ ସ୍ବର୍ଗ ଦ୍ଵାର ନିକଟରେ ଥିବା ଏକ ଛୋଟ ଘରକୁ ନେଇଗଲା।

ତାଙ୍କ ଝିଅକୁ ଚାରି ଜଣ ଯୁବକ ଉଠାଇ ନେଇଥିଲେ। ଜାଣିଶୁଣି ସେମାନେ କୁନି ଝିଅକୁ ଉଠାଇ ଆଣିଥିଲେ। ସେମାନଙ୍କ ଅସଲ ଉଦ୍ଧେଶ୍ୟ ଥିଲା କୁନି ଝିଅକୁ ଉଠେଇ ଆଣିଲେ ତାହାର ମାଆ ତାଙ୍କ ପଛେ ପଛେ ଆସିବେ। ଯାହାକି ସେମାନେ ସ୍ଵର୍ଣ୍ଣ ମାଡ଼ମ୍ ଙ୍କ ସହ ଖରାପ କାମ କରିବେ।

ଯେତେବେଳେ ସ୍ଵର୍ଣ୍ଣ ମାଡାମ ଝିଅ ପାଖକୁ ଦଉଡ଼ି ଗଲେ ସେତେବଳେ ସେମାନେ କହିଲେ ତାଙ୍କ କଥାରେ ରାଜି ନହେଲେ ତାଙ୍କ ଝିଅକୁ ଜିଅନ୍ତା ଜାଳି ଦେବେ। ଏହାପରେ କୁନି ଝିଅ ରାକ୍ଷୀ ମହାପ୍ରଭୁଙ୍କୁ ସ୍ମରଣ କରିବାରେ ଲାଗିଥାଏ।

ଏହାପରେ ହଠାତ୍ ଦୁଇ ଜଣ ଗେରୁଆ ବସ୍ତ୍ର ପିନ୍ଧି ସେମାନଙ୍କ ପାଖକୁ ଆସିଲେ। ଏହାପରେ ସେହି ଦୁଇ ଜଣଙ୍କୁ ସେମାନେ ଦେଖି ଖସି ଯିବାକୁ ଚେଷ୍ଟା କଲେ। ଆଉ ସେହି ଦୁର୍ଭୂକ୍ତ ମାନେ ସେଠାରୁ ଚାଲି ଗଲେ।

https://youtu.be/xtys0vd5vfs?si=Q2gm6RibvpZf7vVc

ଏହାପରେ ସ୍ଵର୍ଣ୍ଣ ମାଡ଼ାମ ସେହି ଦୁଇ ଜଣକୁ କିଛି କହିବାକୁ ଗଲା ବେଳକୁ ସେମାନେ ସେଠାରେ ଆଉ ନଥିଲେ। ସ୍ଵର୍ଣ୍ଣ ମାଡ଼ାମ ଙ୍କୁ ସେହି ଦିନ କିଛି ଦିବ୍ୟ ଶକ୍ତିର ଆଭାସ ହେଉଥାଏ। ତେବେ ବନ୍ଧୁଗଣ ସେହି ଦୁଇଜଣ ଆଉ କେହି ନୁହେଁ ସେମାନେ ହେଉଛନ୍ତି ପ୍ରଭୁ ଜାଗା ବଳିଆ।

Leave a Reply

Your email address will not be published. Required fields are marked *