ନିଜ ପ୍ରେମିକାକୁ ନପାଇ ଜୀବନ ହାରିଦେଲେ ପ୍ରେମିକ,ରାଗରେ ସହିନପାରି ଜାଳିଦେଲେ ପ୍ରେମିକାଙ୍କ ଘର

 

ନମସ୍କାର ପାଠକ ବନ୍ଧୁ।ପ୍ରେମିକ ମୃ-ତ୍ୟୁ ର କାରଣ ସାଜିଛି ପ୍ରେମିକା।ଯାହା ପାଇଁ ଦିନେ ଏତେ କଷ୍ଟ ସହିଥିଲା।ଶେଷ ରେ ତାହାରି ପାଇଁ ନିଜ ଜୀବନ ଦେଇ ଦେଲା ପ୍ରେମିକ।ଏହା ପରେ ପ୍ରେମିକ ର ପରିବାର ଲୋକେ ଯୁବତୀ ଙ୍କ ଘର କୁ ଜାଳି ଦେଇଥିଲେ।

ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଞ୍ଚଳ ରେ।ଏଠାରେ ଜଣେ ଯୁବକ ନିଜ ପ୍ରେମିକା ପାଇଁ ଜୀବନ ଦେଇ ଦେଇଛନ୍ତି।ଯୁବକ ଙ୍କ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡ଼ି ଛନ୍ତି।ଏହା ପରେ ପ୍ରେମିକା ନିଜ ମାମୁଁ ଘର କୁ ଚାଲି ଯାଇଥିଲେ।

ସୂଚନା ଅନୁସାରେ ଜଣେ ୨୧ ବର୍ଷୀୟ ଯୁବକ ନିଜ ଜୀବନ କୁ ହାରି ଦେଇଛନ୍ତି।ସେହି ଯୁବକ ଜଣକ ହେଉଛନ୍ତି ଅର୍ଜୁନ ଜେନା ଙ୍କ ପୁଅ ଆଲୋକ ଜେନା।ଯିଏ କି ସେହି ଗ୍ରାମ ର ଜଣେ ସ୍କୁଲ ରେ ପାଠ ପଢ଼ୁ ଥିବା ନାବାଳିକା ଝିଅ କୁ ପ୍ରେମ କରୁ ଥିଲେ।

ଝିଅ ଟି ମଧ୍ୟ ଆଲୋକ ଙ୍କୁ ପ୍ରେମ କରୁଥିଲେ।ହେଲେ ଝିଅ ର ପରିବାର ଲୋକେ ଏ ବିଷୟରେ ଜାଣି ଦେଇଥିଲେ।ଏହା ପରେ ସେମାନେ ଝିଅ କୁ ତାଙ୍କ ମାମୁଁ ଘର କୁ ପଠାଇ ଦେଇଥିଲେ।ସେ ସେଠାରେ ପାଠ ପଢୁଥିଲେ।

ଏହାକୁ ସହି ପାରି ନ ଥିଲେ ପ୍ରେମିକ ଆଲୋକ।ନିଜ ପ୍ରେମିକା କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି ବୋଲି ସେ ଭାବୁଥିଲେ।ସେଥିପାଇଁ ସେ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ।

ଏ କଥା ଆଲୋକ ଙ୍କ ପରିବାର ଲୋକେ ଜାଣିବା ପରେ ସେମାନେ ଉକ୍ତ ଯୁବତୀ ଙ୍କ ଘର କୁ ନିଆଁ ଲଗାଇ ଜାଳି ଦେଇଥିଲେ।ଏହା ପରେ ଯୁବତୀ ଙ୍କ ପରିବାର ଥାନା ରେ ଅଭିଯୋଗ କରିଛନ୍ତି।ଏଭଳି କାର୍ଯ୍ୟ କରିବା ଠିକ୍ ନୁହେଁ ବୋଲି ସେମାନେ କହିଛନ୍ତି।ଆଲୋକ ଆ-ତ୍ମ-ହ-ତ୍ୟା କରି ସବୁଠୁ ବଡ ଭୁଲ କରିଛନ୍ତି।

ଆଲୋକ ଙ୍କ ପିତା ମାତା ତାଙ୍କ ପୁଅ ର ମୃ-ତ୍ୟୁ ପାଇଁ ଉକ୍ତ ଯୁବତୀ ଙ୍କୁ ଦାୟୀ କରିଛନ୍ତି।ସେଥିପାଇଁ ରାଗ ରେ ଆସି ସେମାନେ ତାଙ୍କ ଘର କୁ ଜାଳି ଦେଇଥିଲେ।ଯାହାକି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।ପରେ ସେମାନେ ଉଭୟ ଙ୍କ ଘର ଲୋକ ଙ୍କୁ ବୁଝା ଶୁଝା କରି ଥିଲେ।ଏପରି କରି ଥିବା କିଛି ଲୋକ ଙ୍କୁ ସେ ଗିରଫ ମଧ୍ୟ କରିଛନ୍ତି।

Leave a Comment