ଭାଇରାଲ ଭିଡିଓ

ଦେଖନ୍ତୁ ମାଳି ସାହି ରେ କେମିତି ଖୋଲା ଖୋଲି ଚାଲିଛି ଦେହ ବେପାର ଦେଖନ୍ତୁ ମାଳି ସାହି ର ଭିତର ଭିଡିଓ –

ମାଳି ସାହି ରେ ବନ୍ଧୁଗଣ କଣ କଣ ହୋଇଥାଏ ତାହା ଆପଣ ଭଲ ଭାବେ ଜାଣିଥିବେ । ଯେମିତି ସମସ୍ତେ ନିଜ ନିଜର ଜୀବିକା ରେ ଜୀବନ ଯାପନ କରନ୍ତି ସେଠାରେ ମଧ୍ୟ ଠିକ୍ ସେମିତି । ସେଠାରେ ବାସ କରନ୍ତି ଦେ-ହଜୀବୀ ମାନେ ଯିଏ କି ନିଜ ପେଟ ପୋଷିବା ପାଇଁ ପୁରୁଷ ଙ୍କ ରାତି ରଙ୍ଗୀନ କରିଥାନ୍ତି ।

ମାଳି ସାହି ରେ ସବୁବେଳେ ଭିଡ ଜମୁଥିବା ବେଳେ ତାହାକୁ ଓଡ଼ିଶାର ରେଡ ଲାଇଟ୍ ଏରିଆ ବୋଲି ଘୋଷଣା କରାଯାଇଛି । ମାଳି ସାହିରେ ଖୁଲମ୍ ଖୋଲା ଦେହ ବେପାର ହୋଇଥାଏ ।

ଆଜି ସୋସିଆଲ ମିଡିଆରେ ମାଳି ସାହି ର ଭିତର ର ଦୃଶ୍ୟ ଭାଇରାଲ ହୋଇଥିବା ବେଳେ ତା ଭିତରେ କେମିତି ନାରୀ ମାନେ ସାମ୍ନା ସାମ୍ନା ଦେହ ବେପାର କରୁଛନ୍ତି । ସମସ୍ତ ମହିଳାମାନେ ସଜେଇ ହୋଇ ନିଜ ଘର ବାହାରେ ବସିଛନ୍ତି ।

ଏହା ଦ୍ବାରା ଗ୍ରାହକ ମାନେ ନିଜ ପସନ୍ଦ ର ଝିଅ କୁ ବାଛି ପାରିବେ । ମାଳି ସାହି ରେ ୨୦୦ ରୁ ଅଧିକ ଦେ-ହଜୀବୀ ବାସ କରୁଥିବାର ଜଣା ଯାଇଛି । ଦେଖନ୍ତୁ ଏହି ଭିଡିଓ –

 

Leave a Reply

Your email address will not be published. Required fields are marked *