ରାଜ୍ୟ ଖବର

ଶେଷରେ ହେଲା ମାହା ଖୁଲାସା ଏହିପରି ଦଣ୍ଡ ପାଇବ ଦୋଷୀ mamita meher ନିଶ୍ଚୟ ପାଇବେ ନ୍ୟାୟ ଦଣ୍ଡ ଜାଣିଲେ ଛାତି ଥରି ଉଠିବ

ମମିତା ମେହେର ମାମଲାରେ ପୋଲିସ କି କ୍ରାଇମବ୍ରାଞ୍ଚ କିଛି ପାରିଲେ ନାହିଁ। କିନ୍ତୁ ତାଙ୍କ ବାପା ମାଆଙ୍କ ମନରେ ଅନେକ ପ୍ରଶ୍ନ ଅଛି, ସେମାନେ ଗୋଟେ ଗଣତନ୍ତ୍ର ସାମ୍ବିଧାନିକ ଦେଶ ରେ ବଞ୍ଚିଛନ୍ତି। ସେମାନେ ଗରିବ ହୋଇଥିଲେ ବି ତାଙ୍କର ସମ୍ମାନ ଅଛି ।

ଝିଅ ତା ମରିଗଲା ବୋଲି କ’ଣ ସେ ନିକୁସ୍ଛ ହେଇଗଲେ। ତାଙ୍କ କଥା କଣ କେହି ସୁଣିବେନି। କୋଟି କୋଟି ଟଙ୍କା ଲଗେଇ ମାମଲା କୁ ଓଲଟାଇ କୁହାଯାଇଛି ଏ କେଶ୍ ରେ ଯାହା ତଦନ୍ତ ହେଉଛି ଠିକ ହେଇଛି ।

ଯାହାର ଜିନିଷ ଚୋରି ହୋଇଛି, ସେ ହିଁ ଜାଣିଛି ଠିକ ହେଇଛି କି ଭୁଲ ହେଇଛି। ଏଠି ରାଜା ହେଉଛନ୍ତି ସରକାର, ଆମେ ତାଙ୍କର ପ୍ରଜା। ଏଠି ଗଣତନ୍ତ୍ରର ଦ୍ଵାହି ଦେଉଛନ୍ତି।

ପ୍ରଧାନମନ୍ତ୍ରୀ କହୁଛନ୍ତି – “ଜିତା ଜାଗତା ହୁଆ ୟେ ସମ୍ବିଧାନ ହେ”। କିନ୍ତୁ ସମ୍ବିଧାନରେ କଣ ହେଇଛି। ପରୀର ମା ଯେଉଁ କଥା କହିବାକୁ ଚାହୁଁଛନ୍ତି, ଯେଉଁ ଜିନିଷ ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି, ସେଠି ଓଡ଼ିଶା ସରକାର କୋଟି କୋଟି ଟଙ୍କା ଆଉ ଓକିଲ ଲଗାଇ ବନ୍ଦ କରୁଛନ୍ତି। ପ୍ରମିଳା ମଲ୍ଲିକ କହିଛନ୍ତି ସିବିଆଇ ସ୍ଵର୍ଗରୁ ଆସିନାହାନ୍ତି।

ତେବେ ଓଡ଼ିଶା ପୋଲିସ କଣ ସ୍ଵର୍ଗରୁ ଆସିଛି।ଓଡ଼ିଶା ପୋଲିସ ବି ଆପଣଙ୍କ ଅଧୀନରେ। ଯେହେତୁ ସିବିଆଇ ସରକାରଙ୍କ ଅଧିନରେ ଅଛି, ଓଡ଼ିଶା ପୋଲିସ ମଧ୍ୟ ବି. ଜେ. ଡି ଅଧିନରେ ରେ ଅଛି।

ଗୋବିନ୍ଦ ସାହୁ ୧୭ତାରିଖ ରେ ଫେରାର ହେଲା,୧୯ତାରିଖ ରେ ଧାରା ପଡ଼ିଲା ୧୮ତାରିଖ ଦିନ ତାର କୋଭିଡ ଟେଷ୍ଟ କେମିତି ହେଲା?

ସେ ଯାହା ବି ହେଉ ନ୍ୟାୟ ଦିଅନ୍ତୁ। ପାୱାର ଏହି ସାଧାରଣ ଜନତା ଭୋଟ ରେ ହିଁ ପାଇଛନ୍ତି। ସେହି ଲୋକମାନଙ୍କୁ ନ୍ୟାୟ ଦେବାକୁ ଆପଣଙ୍କୁ ପର୍ମିସନ ଦେବାକୁ ପଡ଼ୁଛି। ଆଦିତ୍ୟ ଦାସ ଘଟଣା ରେ ପୋଲିସ ଆଜି ପର୍ଯ୍ୟନ୍ତ ଗୋଟେ ପ୍ରେସମିଟ୍ ବି କରିପାରିଲେ ନାହିଁ, ଏହା ବଡ଼ ଲଜ୍ୟା ର ବିଷୟ।

ରାଜ୍ୟର ଆଇନ ମନ୍ତ୍ରୀ,ଗୃହ ରାଷ୍ଟ୍ର ମନ୍ତ୍ରୀ, କ୍ରାଇମବ୍ରାଞ୍ଚ,ହାଇକୋର୍ଟର ଜର୍ଜମାନେ କଣ ନ୍ୟାୟ ଦେଇଛନ୍ତି,ଲାଜ ମାଡୁ ନାହିଁ। ନ୍ୟାୟ ଟା ନ୍ୟାୟ ବାଟ ରେ ମିଳୁ।

ଅପରାଧୀକୁ ଧରିବା ପାଇଁ ଏଠି ସରକାରକୁ ପରମିଶନ୍ ଦେବାକୁ କଣ ପାଇଁ କଷ୍ଟ ପଡୁଛି। ଏ ସରକାର, ଏ ପର୍ମିସନ୍, ଏ ସମ୍ବିଧାନ କିଛି ଦରକାର ନାହିଁ। ଇଂରେମାନଙ୍କ ସରକାର ବହୁତ୍ ଭଲ ଥିଲା।

Leave a Reply

Your email address will not be published. Required fields are marked *