ରାଜ୍ୟ ଖବର

ସୁଭାଶିଷ ଷଡ଼ଙ୍ଗୀ ପୁଣି ଖୋଲିଲେ ମୁଁହଁ ଏଥର ସବୁ ଖେଳ ହେବ ପର୍ଦାଫାଶ ଖିଅ ଧରିଲା Crimebranch

ସୁଭାଶିଷ ଷଡ଼ଙ୍ଗୀ ଙ୍କ କହିବା ଅନୁଯାଇ ଝିଅ ମରିଗଲା ବୋଲି କ’ଣ ବାପା ମା ସେ ନିକୁସ୍ଛ ହେଇଗଲେ l ତାଙ୍କ କଥା କଣ କେହି ସୁଣିବେନି କୋଟି କୋଟି ଟଙ୍କା ଲଗେଇ ମାମଲା କୁ ଓଲଟାଇ କୁହାଯାଇଛି l

ଏ କେଶ୍ ରେ ଯାହା ତଦନ୍ତ ହେଉଛି ଠିକ ହେଇଛି । ଯାହାର ଜିନିଷ ଚୋରି ହୋଇଛି, ସେ ହିଁ ଜାଣିଛି ଠିକ ହେଇଛି କି ଭୁଲ ହେଇଛି।

ପ୍ରଧାନମନ୍ତ୍ରୀ କହିଥିଲେ – “ଜିତା ଜାଗତା ହୁଆ ୟେ ସମ୍ବିଧାନ ହେ”। କିନ୍ତୁ ସମ୍ବିଧାନରେ କଣ ହେଇଛି।

ସେ ଯାହା ବି ହେଉ ନ୍ୟାୟ ଦିଅନ୍ତୁ। ପାୱାର ଏହି ସାଧାରଣ ଜନତା ଭୋଟ ରେ ହିଁ ପାଇଛନ୍ତି..

ମମିତା ଙ୍କ ମୃ-ତ୍ୟୁ ରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଥିଲା କିପରି ଜଣେ ଅଧ୍ୟପକ ଙ୍କୁ ମାରି ପୋଡି ପୋତି ଦିଆଯାଇଥିଲା ତାହା ଶୁଣିବା ମାତ୍ରେ ସମସ୍ତଙ୍କ ରୁମ ଟାଙ୍କୁରୀ ଉଠିଥିଲା l ମମିତା ଙ୍କ ଶରୀର ର ପୋଡା ଅଂଶ ର ଫୋଟ ଗୁଡିକ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା l

ଏହାକୁ ଦେଖି ଓଡ଼ିଶାରେ ଚହଳ ପଡିବା ସହ ଓଡ଼ିଶାରେ ନିୟମ କୌଣସି ପ୍ରକାରେ ସୁଦୃଢ ଆଉ ନାହିଁ ବୋଲି ଆଲୋଚନାର ବିଷୟ ପାଲଟିଥିଲା l

ମମିତା ମୃ-ତ୍ୟୁ ମାମଲାରେ ନ୍ୟାୟ ଦେବାପାଇଁ ବିରୋଧୀ ଦଳ ମଧ୍ୟ ସମ୍ପୂର୍ଣ୍ଣ ପ୍ରୟାସ କରିଥିବା ବେଳେ ଦୋଷୀ ଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି କଠୋର ଦଣ୍ଡ ଦିଆଯାଇନାହିଁ l ସମସ୍ତେ ଚାଁହୁଛନ୍ତି ମମିତାଙ୍କ ଦୋଷୀ ମାନଙ୍କୁ ସମସ୍ତଙ୍କ ଆଗରେ ଫା-ସୀ ଖୁଣ୍ଟ ରେ ଝୁଲେଇ ଦିଆଯାଉ l

Leave a Reply

Your email address will not be published. Required fields are marked *