ରାଜ୍ୟ ଖବର

ମୁଁହ ଖୋଲିଲେ ଡାକ୍ତର, ଶେଷରେ ବାହାରିଗଲା ସବୁ ସତ !!!…

ସ୍ବାମୀ ଡାକ୍ତର ଆଉ ପତ୍ନୀ ବି ଡାକ୍ତର, ହେଲେ ଘଟଣା ଏମିତି କଣ ପାଇଁ ଯେ ଚର୍ଚ୍ଚା ସବୁ ଆଡେ ହେଉଛି, କଣ ହେଉଚି ପ୍ରକୃତ ଘଟଣା ଯେଉଁଥିପାଇଁ ପତ୍ନୀ ସ୍ବାମୀ ର ଘର ଆଗରେ ୪ ଦିନ ହେବ ଅନଶନ ରେ ବସିଛନ୍ତି

କାଲି ଗୁରୁବାର ଓଷା ରେ ତପସ୍ଵିନୀ ନିଜ ଡାକ୍ତର ସ୍ବାମୀ ସୁମିତ୍ ଙ୍କ ଉପଲକ୍ଷେ ଲକ୍ଷ୍ମୀ ପୂଜା କରିଥିବା ନଜିର ଆସିଥିଲା, ତପସ୍ଵିନୀ ଙ୍କ ଅଭିଯୋଗ କି ତାଙ୍କ ସ୍ଵାମୀ ଙ୍କ ସହ ସେ ଲିଭ୍ ଇନ୍ ରେଲେସନ ରେ ବିଗତ ୬ ମାସ ରୁ ଉର୍ଦ୍ଧ ରହୁଥିଲେ ଏକଥା ପୁଅ ଘର ଲୋକ ବି ଜାଣିଛନ୍ତି

ତେବେ ସୁମିତ ଙ୍କ ବାପା ନିଜ ପୁଅ କୁ ନେଇ ଆସି ନିଜ ଘରେ ରଖିବା ପରଠୁ ସୁମିତ ,ତପସ୍ଵିନୀ କୁ ଅଣଦେଖା କରିବାକୁ ଲାଗିଲେ ଆଉ ଫୋନ୍ ଉଠେଇବା ତ ଦୂରେ ଥାଉ ସ୍ପଷ୍ଟ ମନା କରିଦେଲେ ସେ ଜାଣିନାହାନ୍ତି କିଏ ସେ ବୋଲି

ଏପଟେ ତାଙ୍କ ଶଶୁର ଙ୍କ ଉପରେ ତପସ୍ଵିନୀ ଅଭିଯୋଗ କରିଛନ୍ତି କି ସେ ଜବରଦସ୍ତି ତାଙ୍କ ଗର୍ଭ ନଷ୍ଟ କରିଛନ୍ତି, ଆଉ ଏହା ଛଡ଼ା ସେ ତାଙ୍କ ପରିବାର ଉପରେ କେସ କରିଛନ୍ତି

ଗତ ୫ ଦିନ ଧରି ମିଡ଼ିଆ ରେ ଏଇ ଖବର ବାଜିବା ପରେ ବଡ଼ ବଡ଼ ସଂଗଠନ ରୁ ଲୋକ ଆସି ଘଟଣା ର ଆପୋଶ ସମାଧାନ ପାଇଁ ଚେଷ୍ଟା କରୁଛନ୍ତି, ଝିଅ କୁ ନ୍ୟାୟ ମିଳିବାକୁ ଦରକାର୍ ବୋଲି ଦାବି ଜୋର୍ ଧରୁଛି

ତେବେ ଏଇ ନେଇ ସୁଭାସିସ ନିଜ ମନ୍ତ୍ୟବ୍ୟ ରଖିଛନ୍ତି ତେବେ ଦେଖା ଯାଉ ଘଟଣା ର ମୋଡ଼ କିପରି ହେଉଛି

Leave a Reply

Your email address will not be published. Required fields are marked *