ନିରବି ଗଲେ ସବୁଦିନ ପାଇଁ Mihir Das ଶୂନ୍ୟ ହୋଇଗଲା ଆଶାର ଆଲୋକ ମଞ୍ଚ ” ଓଁ ଶାନ୍ତି “

ଏବେ ଏବେ ମିହିର ଦାସ ଙ୍କୁ ନେଇ ଆସିଚି ବଡ ଖବର । ସାରା ଓଡ଼ିଆ ଜଗତ କୁ କନ୍ଦାଇ ସବୁଦିନ ପାଇଁ ଛାଡି ଯାଇଛନ୍ତି ମିହିର ଦାସ । ଅନେକ ଦିନ ଧରି କଟକ ସ୍ଥିତ ଏକ ଘରୋଇ ମେଡିକାଲ ରେ ଚିକିତ୍ସା ହେଉଥିଲେ ।

ମିହିର ଦାସ ୩୦ ବର୍ଷ ରୁ ଅଧିକ ସମୟ ଧରି ଓଡ଼ିଆ ଫିଲ୍ମ ଜଗତ ସହ ଜଡ଼ିତ ଥିଲେ । ମିହିର ଦାସ ନିଜ ଯୁବକ ଅବସ୍ଥାରୁ ଫିଲ୍ମ ଦୁନିଆ ରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଅନେକ ଅଭିନୟ ମାଧ୍ୟମରେ ମନ୍ କିଣିଥିଲେ ମିହିର ଦାସ ।

ଦୁଇଟି ଯାକ କିଡନୀ ନଷ୍ଟ ହୋଇଯିବାରୁ ଦୀର୍ଘ ଏକ ମାସ ଧରି ମେଡିକାଲ ରେ ଚିକିତ୍ସିତ ହେଉଥିଲେ ମିହିର ଦାସ । ମିହିର ଦାସ ଙ୍କୁ ହରାଇବା ପରେ ଓଡ଼ିଆ ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳି ଯାଇଛି ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ତାଙ୍କ ଦାନ ଅପୂରଣୀୟ ହୋଇ ରହିବ ବୋଲି ବିଶିଷ୍ଟ କଳାକାର ମାନେ ମତ ଦେଇଛନ୍ତି । ଅନେକ ପ୍ରିୟ ଜନ ଏବଂ ଆତ୍ମୀୟ ସ୍ୱଜନ ତାଙ୍କ ମୃ-ତ୍ୟୁ କୁ ସହଜେ ବିଶ୍ୱାସ କରିପାରୁ ନାହାନ୍ତି । ମିହିର ଦାସ ଙ୍କ ଆତ୍ମା ଶାନ୍ତି ପାଇଁ ଲେଖନ୍ତୁ (ଓଁ ଶାନ୍ତି )

 

Leave a Comment