ମନୋରଞ୍ଜନ

ମୋଦୀ ସରକାର ଙ୍କ ନୂଆ ଯୋଜନା : ଦିନକୁ ୫୦ ଦେଲେ ମିଳିବ ୩୫ ଲକ୍ଷ୍ୟ ଟଙ୍କା

ଆପଣ ମାନେ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣନ୍ତି । ସବୁ କିଛି ଜନସାଧାରଣ ଙ୍କ ସୁବିଧା ପାଇଁ ହୋଇଥାଏ । ବିଭିନ୍ନ ଜାଗାରେ ଆପଣ ମାନେ ଟଙ୍କା ନିବେଶ କରୁଥିବେ । ବହୁତ ଜାଗାରେ ଟଙ୍କା ନିବେଶ କରି ଲାଭ ହେଲା ବେଳେ କିଛି ଜାଗାରେ କ୍ଷତି ମଧ୍ୟ ହୋଇଥାଏ । ତେବେ ଆପଣ ମାନଙ୍କ ପାଇଁ ଆଉ ଏକ ନୂଆ ପଲିସି ଆସିଛି । ଆସନ୍ତୁ ଜାଣିବା ସେ ସମ୍ପର୍କିତ ଖବର ।

ଆପଣ ମାନେ ଗ୍ରାମ ସୁରକ୍ଷା ଯୋଜନା ରେ ଦିନକୁ ୫୦ ଟଙ୍କା ଦେଇ ଆପଣ ୩୫ ଲକ୍ଷ ଟଙ୍କା ପାଇ ପାରିବେ । ତେବେ ଆପଣ ମାନେ ସର୍ବନିମ୍ନ ୧୦ ହଜାର ଓ ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ଜିମା ରାଶି ରଖି ପାରିବେ । ଛୋଟ ରୁ ବଡ଼ ସମସ୍ତେ ଏହି ପଲିସି କରିପାରିବେ । ଜଣେ ୧୯ ବର୍ଷ ଠାରୁ ୫୫ ବର୍ଷ ଯାଏଁ ଭାରତୀୟ ନାଗରିକ ଏହି ପଲିସି କରିପାରିବେ ।

ଏହି ଯୋଜନା ରେ ମଧ୍ୟ ଭଲ ବ୍ୟବସ୍ଥା ରହିଛି । ଏହି ପଲିସି କୁ ଅଧା ରୁ ମଧ୍ୟ ବନ୍ଦ କରି ଆଉ ଥରେ ଆରମ୍ଭ କରିପାରିବେ । ତେବେ ୮୦ ବର୍ଷ ପରେ ନିଶ୍ଚିତ ଜିମା ରାଶି ପାଇବା ସହ ମୂର୍ତ ବ୍ୟକ୍ତି ଙ୍କ ଉତ୍ତରାଧିକାରୀ ମାନେ ମଧ୍ୟ ଏହି ଅର୍ଥ ପାଇ ପାରିବେ । ଏହି ଯୋଜନା ରେ କମ ରିସ୍କ ସହ ଭଲ ଲାଭ ପାଇ ପାରିବେ

ତେବେ ଏହି ପଲିସି ରେ ଋଣ ର ବ୍ୟବସ୍ଥା ମଧ୍ୟ ରହିଛି । ତେବେ ସମସ୍ତେ ନିଜର ଟଙ୍କା କୁ ଭବିଷ୍ୟତ ପାଇଁ ସୁରକ୍ଷିତ ଭାବରେ ସଞ୍ଚୟ କରିବାକୁ ଚାହାଁନ୍ତି। ତେବେ ଏହି ପଲିସି ରେ ଭଲ ସୁଵିଧା ରହିଛି ଆପଣ ମାନେ ଭଲ ରେ ବୁଝି କରିପାରିବେ ।

Leave a Reply

Your email address will not be published. Required fields are marked *