ନିଜ ସୁନା ଆଉ ପଇସା ର ସଉକ ଲାଗି ଜଣେ ବ୍ୟବସାୟୀ କୁ ନିଜ ଜୀବନ ହରେଇବାକୁ ପଡ଼ିଛି, କୋଟି କୋଟି ମୂଲ୍ୟ ର ସୁନା ପିନ୍ଧି ନିଜକୁ ଗୋଲ୍ଡ ମ୍ୟାନ କହୁଥିବା ବ୍ୟବସାୟୀ ଙ୍କ ସହ କଣ ଘଟିଲା ଆସନ୍ତୁ ଜାଣିବା
ଦତ୍ତା ଫୁଗେ ଜଣେ ଭାରତୀୟ ବ୍ୟବସାୟୀ ଏବଂ କୋଟିପତି ଥିଲେ। 2012 ର ଶେଷ ଭାଗରେ, ଦତ୍ତା ଫୂଗେ ତାଙ୍କ ପାଇଁ 240,000 ଡଲାର ମାନେ ଭାରତୀୟ ମୁଦ୍ରା 1,79,60,412 ଟଙ୍କା ମୂଲ୍ୟ ର 22 କ୍ୟାରେଟ୍ ଶୁଦ୍ଧ ସୁନା ସାର୍ଟ ତିଆରି କରିଥିଲେ, ଯାହା ସାତୋଟି ହୀରା ବଟନ୍ ସହ ଚତୁର୍ପଶ୍ୱ କୁ ସୁନା ବେଲ୍ଟରେ ସଜାଯାଇଥିଲା
ଏହା ସେତେବେଳେ ଚର୍ଚ୍ଚା ର ପରିଚୟ ହେଇଯାଇଥିଲା, ସାରା ଭାରତ ରେ ତାଙ୍କୁ ସମସ୍ତେ ଗୋଲ୍ଡ ମ୍ୟାନ ଭାବେ ଜାଣି ସାରିଥିଲେ, ଦିନେ ଅଚାନକ 48 ବର୍ଷିୟ ଫୁଗେ ଶୁକ୍ରବାର ଦିନ ତାଙ୍କ ପୁଅଙ୍କ ଆଗରେ ତଡପି ତଡପି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସବୁ ବେଳେ ନିଜ ପାଖରେ ୨୦ ଜଣ ବଡ଼ି ଗାର୍ଡ ରଖୁଥିବା ଫୁଗେ ନିଜ ଘରକୁ ଫେରିଲା ବାଟରେ ଏହି କାଣ୍ଡ ହେଇଗଲା, କୁହା ଯାଉଛି ତାଙ୍କ ଉପରେ ଈର୍ଷା ହେଇ ତାଙ୍କ ନିଜ ବଡିଗାର୍ଡ ଙ୍କ ସାହାରା ରେ ତାଙ୍କ ଶତ୍ରୁ ମାନେ ତାଙ୍କୁ ଅଚାନକ ରାସ୍ତା ରେ ଘେରି ଯାଇ କାର ରୁ ଜବରଦସ୍ତି ବାହାର କରି ପିଟି ପିଟି ମାରିଦେଇଥିଲେ
ଆଉ ତାଙ୍କ ସୁନା ଛଡେଇ ନେଇ ଆସିଥିଲେ, ପରେ ପୋଲିସ ତଦନ୍ତ କରି ସବୁଙ୍କୁ ଗିରଫ କରିଦେଇଥିଲେ, ଆଉ କେସ ବନ୍ଦ କରିଦେଇଥିଲେ, ନିଜ ର ଏହି ସୁନା ଶାର୍ଟ୍ ପାଇଁ ତାଙ୍କୁ ନିଜ ଜୀବନ ଦେବାକୁ ପଡ଼ିଥିଲା, ତେବେ ପଇସା ତ ସମସ୍ତେ ରଖିଛନ୍ତି ହେଲେ ଅମ୍ବାନୀ ଟାଟା ଏମାନେ ଯେତେବେଳେ ନିଜ ପଇସା ଲୁଚେଇ ରଖୁଛନ୍ତି ସେତେବେଳେ ଏମିତି ଲୋକ ମନେ ଯଦି ପଇସା ଅଛି ବୋଲି ଲୋକ ଙ୍କୁ ଜଣେଇ ହେବେ ତାହାଲେ ଶତ୍ରୁ ବଢିବା ତ ସ୍ଵାଭାବିକ