Special Report

ସୋସିଆଲ ମିଡିଆରେ ମୁଁହ ଖୋଲିଲେ ରୋଜା,କହିଲେ ଆମେ ଛାତି, ପେଟ ନ ଦେଖାଇଲେ ତୁମେ ଚଳି ପାରିବନି!!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି ।

ସେ ହେଉଛନ୍ତି ଜଣେ ୟୁଟ୍ୟୁବର । ଏହି ୟୁଟ୍ୟୁବର ଜଣକ ଏବେ ଖରାପ ଭାଷା କହୁଛନ୍ତି । ଆଉ ସେ ଏହା କାହିଁକି କହିଲେ ଏନେଇ ସବୁ କଥା ସେ କହିଛନ୍ତି । ସେ କହିଛନ୍ତି ଏବେ ଇନଷ୍ଟାଗ୍ରାମରେ ତାଙ୍କର ଝଗଡ଼ା ହୋଇଥିଲା ।

ଆଉ ତିନି ଚାରି ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯେଉଁମାନେ ରୋଷ୍ଟର ଅଛନ୍ତି ସେମାନେ ତାଙ୍କର ଏହି କଥାକୁ ନେଇ ଭିଡିଓ କରିଛନ୍ତି । ଏହି ଯୁବତୀ ଜଣକ ହେଉଛନ୍ତି ରୋଜା । ରୋଜା ଖରାପ ଭାଷା କହିଥିଲେ କିନ୍ତୁ ରୋଷ୍ଟରମାନେ ଏହାକୁ ଅଧିକ ଭାଷା କହି ଭିଡିଓ ପୋଷ୍ଟ କରିଥିଲେ ।

ଏବେ ରୋଜା କହିଛନ୍ତି କି ଯଦି କୌଣସି ଝିଅ କହୁଛି ତାହେଲେ ତାକୁ କୁହ କିନ୍ତୁ ତାର ପରିବାରକୁ କିଛି କୁହନ୍ତୁ ନାହିଁ । ଏହି ଯୁବତୀ ଜଣକ କହିଛନ୍ତି ସେ ଭିଡିଓ ଛାଡିଛନ୍ତି ଆଉ ତାଙ୍କୁ ରୋଷ୍ଟିଂ କର ।

ରୋଷ୍ଟିଙ୍ଗ କରି ତାଙ୍କୁ ସେମାନେ ଫେମସ କରୁଛନ୍ତି । ଇନଷ୍ଟାଗ୍ରାମରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅ-ଶ୍ଳୀ-ଳ ଭାଷା କହିଥାନ୍ତି । ଇନଷ୍ଟାଗ୍ରାମରେ ଝିଅମାନେ ଅଛନ୍ତି ଯେଉଁମାନେ ଅଣ୍ଟା, ପେଟ, ଛାତି ଦେଖାଇ ଭିଡିଓ କରିଥାନ୍ତି ।

ଯେଉଁଦିନ ଝିଅମାନେ ଇନଷ୍ଟାଗ୍ରାମରେ ଅଣ୍ଟା, ପେଟ ଆଉ ଛାତି ଦେଖାଇ ଭିଡିଓ ନ କରିବେ ଏବଂ ଭାଷା କହିବା ବନ୍ଦ କରିଦେବେ ତାହେଲେ ଆପଣଙ୍କ ରୋଷ୍ଟିଙ୍ଗ ବନ୍ଦ ହୋଇଯିବ । ଆପଣଙ୍କ ରୋଷ୍ଟିଙ୍ଗ ଚ୍ୟାନେଲ ହିଁ ବନ୍ଦ ହୋଇଯିବ ।

ଆମ ଓଡ଼ିଶାରେ ଏଭଳି ରୋଷ୍ଟର ଅଛନ୍ତି ଯେଉଁମାନେ ଝିଅ କମ୍ ଭାଷା କହୁଥିଲେ ସେମାନେ ତାକୁ ଅଧିକ ଭାଷା କରି ଭିଡିଓ ପକାଉଛନ୍ତି । ରୋଜା କହିଛନ୍ତି ସେ ତାଙ୍କ ଇଚ୍ଛାରେ ଭିଡିଓ କରିଛନ୍ତି । ସେ ଆଜି ବାହାରିଲେ ଆଉ କିଛିଦିନ ଗଲେ ଆଉ କିଛି ଝିଅ ମଧ୍ୟ ବାହାରିବେ ଆଉ ଝିଅ ସହିବା ଶକ୍ତି ଅଧିକ ଆଉ ଯେତେବେଳେ ଏହା ଅଧିକ ହୋଇଥାଏ ସେତେବେଳେ ସେ ଭାଷା କହିଥାଏ ।

ପୁଅ ଝିଅ ସବୁ ସମାନ କେବଳ ଜଣେ ପୁଅ ଭାଷା କହିବ ତାହା ନୁହେଁ ଯେତେବେଳେ ଗୋଟେ ଝିଅକୁ କଷ୍ଟ ହୋଇଥାଏ ସେ ବି ଭାଷା କହିପାରେ । ଏଭଳି ଅନେକ କଥା ରୋଷ୍ଟର ଆଉ ରୋଷ୍ଟିଙ୍ଗକୁ ନେଇ ୟୁଟ୍ୟୁବର ବା ଇନଷ୍ଟାଗ୍ରାମ ୟୁଜର ରୋଜା କହିଛନ୍ତି ।

Leave a Reply

Your email address will not be published. Required fields are marked *